ଗୋଟିଏ ଓଭରରେ ୫ ୱିକେଟ୍ ନେଇ ରେକର୍ଡ କଲେ ମିଥୁନ୍‌

ସୁରତ: କର୍ଣ୍ଣାଟକା ପେସ୍ ବୋଲର ଅଭିମନ୍ୟୁ ମିଥୁନ୍ ଚଳିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏଠାରେ ଖେଳାଯାଇଥିବା ହରିୟାଣା ବିପକ୍ଷ ସେମିଫାଇନାଲରେ ମିଥୁନ୍ ନିଜର ଶେଷ ଓଭରରେ ହ୍ୟାଟ୍ରିକ୍ ସମେତ ୫ ୱିକେଟ୍ ଅକ୍ତିଆର କରି ରେକର୍ଡ ବୁକରେ ନିଜ ନାଁକୁ ସାମିଲ୍ କରିଛନ୍ତି। ଏଥିରେ ସେ ଲଗାତାର ୪ ବଲରେ ୪ ୱିକେଟ୍ ନେବାର କାରନାମା କରିଛନ୍ତି। ତାଙ୍କର ଏହି ଆକର୍ଷଣୀୟ ବୋଲିଂ ବଳରେ କର୍ଣ୍ଣାଟକା ଏହି ମୁକାବିଲାକୁ ୮ ୱିକେଟରେ […]

mithun

mithun

Ranjit Kumar Jena
  • Published: Friday, 29 November 2019
  • Updated: 29 November 2019, 07:15 PM IST

ସୁରତ: କର୍ଣ୍ଣାଟକା ପେସ୍ ବୋଲର ଅଭିମନ୍ୟୁ ମିଥୁନ୍ ଚଳିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏଠାରେ ଖେଳାଯାଇଥିବା ହରିୟାଣା ବିପକ୍ଷ ସେମିଫାଇନାଲରେ ମିଥୁନ୍ ନିଜର ଶେଷ ଓଭରରେ ହ୍ୟାଟ୍ରିକ୍ ସମେତ ୫ ୱିକେଟ୍ ଅକ୍ତିଆର କରି ରେକର୍ଡ ବୁକରେ ନିଜ ନାଁକୁ ସାମିଲ୍ କରିଛନ୍ତି। ଏଥିରେ ସେ ଲଗାତାର ୪ ବଲରେ ୪ ୱିକେଟ୍ ନେବାର କାରନାମା କରିଛନ୍ତି। ତାଙ୍କର ଏହି ଆକର୍ଷଣୀୟ ବୋଲିଂ ବଳରେ କର୍ଣ୍ଣାଟକା ଏହି ମୁକାବିଲାକୁ ୮ ୱିକେଟରେ ଜିତି ମୁସ୍ତାକ୍ ଅଲୀ ଟ୍ରଫିର ଫାଇନାଲରେ ସ୍ଥାନ ହାସଲ କରିଛି।

ଗୋଟିଏ ବର୍ଷରେ ଦ୍ୱିତୀୟଥର ପାଇଁ ମିଥୁନ୍ ହ୍ୟାଟ୍ରିକ୍ ନେଇଛନ୍ତି। ଏହା ପୂର୍ବରୁ ସେ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ନେଇଥିଲେ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ମିଥୁନ୍ ନିଜର ପ୍ରଥମ ୩ ଓଭରରେ ୩୭ ରନ୍ ବ୍ୟୟ କରିଥିଲେ ହେଁ ତାଙ୍କୁ କୌଣସି ସଫଳତା ମିଳିନଥିଲା। ତେବେ ଇନିଂସର ଶେଷ ଓଭରର ପ୍ରଥମ ବଲରେ ସେ ହିମାଂଶୁ ରାଣା (୩୪)ଙ୍କୁ ଆଉଟ୍ କରିଥିଲେ। ଦ୍ୱିତୀୟ ବଲରେ ଆଇପିଏଲ୍ ଷ୍ଟାର୍ ରାହୁଲ ତେୱାତିଆ (୩୨), ତୃତୀୟ ବଲରେ ସୁମିତ୍ କୁମାର (୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଥିଲେ।

ଚତୁର୍ଥ ବଲରେ ସେ ଅମିତ୍ ମିଶ୍ରା (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିବା ବେଳେ ଓଭରର ଶେଷ ବଲରେ ଜୟନ୍ତ ଯାଦବ (୦)ଙ୍କୁ ଆଉଟ୍ କରି ମିଥୁନ୍ ରେକର୍ଡ ସ୍ଥାପନ କରିଥିଲେ। ଅକ୍ଟୋବରରେ ମିଥୁନ୍ ନିଜର ୩୦ତମ ଜନ୍ମଦିନକୁ ସ୍ମରଣୀୟ କରିଥିଲେ। ସେ ୨୫ ଅକ୍ଟୋବରରେ ତାମିଲନାଡୁ ବିପକ୍ଷ ବିଜୟ ହଜାରେ ଟ୍ରଫିର ଫାଇନାଲରେ ହ୍ୟାଟ୍ରିକ୍ ସମେତ ୫ ୱିକେଟ୍ ନେଇଥିଲେ। ମିଥୁନ୍ ପ୍ରଥମ ବୋଲର ଭାବେ ଘରୋଇ କ୍ରିକେଟରେ ତିନିଥର ହ୍ୟାଟ୍ରିକ୍ ସଫଳତା ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story