ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତକୁ ହରାଇବା ସହଜ ହେବ ନାହିଁ: ୱାଟସନ୍

ଦୁବାଇ:  ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତକୁ ହରାଇବା ଯେ କୌଣସି ଟିମ ପାଇଁ କଷ୍ଟକର ହେବ। ଅଷ୍ଟ୍ରେଲି୍ରଆନ୍ ଅଲରାଉଣ୍ଡର ସେନ୍ ୱାଟସେନ୍ କହିଛନ୍ତି ଏ କଥା। ସେ କହିଛନ୍ତି ,ଭାରତକୁ ହରାଇବା ଏତେ ସହଜ ହେବ ନାହିଁ। କାରଣ ଦଳ ଘରୋଇ ମାଟିରେ ଖେଳିବ।  ଏହା ସେଆମାନଙ୍କ ପାଇଁ ଏକ ବଢ ପଜିଟିଭ୍ କଥା। ଘରୋଇ ବାତବରଣରୁ ଭାରତ ଫାଇଦା ପାଇବ ଦଳ। ୱାଟସନ୍ କହିଛନ୍ତି, ଭାରତର ଏକ ଅଲରାଉଣ୍ଡର ଟିମ୍‌ ଅଛି। ସେମାନଙ୍କ ବ୍ୟାଟି ଲାଇନ୍ […]

Shane-Watson

Shane-Watson

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 02:24 PM IST

Sports

Latest News

ଦୁବାଇ:  ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତକୁ ହରାଇବା ଯେ କୌଣସି ଟିମ ପାଇଁ କଷ୍ଟକର ହେବ। ଅଷ୍ଟ୍ରେଲି୍ରଆନ୍ ଅଲରାଉଣ୍ଡର ସେନ୍ ୱାଟସେନ୍ କହିଛନ୍ତି ଏ କଥା।

ସେ କହିଛନ୍ତି ,ଭାରତକୁ ହରାଇବା ଏତେ ସହଜ ହେବ ନାହିଁ। କାରଣ ଦଳ ଘରୋଇ ମାଟିରେ ଖେଳିବ।  ଏହା ସେଆମାନଙ୍କ ପାଇଁ ଏକ ବଢ ପଜିଟିଭ୍ କଥା। ଘରୋଇ ବାତବରଣରୁ ଭାରତ ଫାଇଦା ପାଇବ ଦଳ।

ୱାଟସନ୍ କହିଛନ୍ତି, ଭାରତର ଏକ ଅଲରାଉଣ୍ଡର ଟିମ୍‌ ଅଛି। ସେମାନଙ୍କ ବ୍ୟାଟି ଲାଇନ୍ ଖୁବ ଦୃଢ। ବୋଲିଂରେ ବି ଦଳ କିଛି କମ୍ ନୁହେଁ। ସେମାନଙ୍କ ସ୍ପିନ୍‌ ଉଚ୍ଚମାନର।

ସୂଚନାଯୋଗ୍ୟ, ୱାଟସନଙ୍କୁ ଆଇପିଏଲ ନବମ ସଂସ୍କରଣ ପାଇଁ ବାଙ୍ଗାଲୋର ୯ କୋଟି ଟଙ୍କାରେ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos