ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟି ଆଜି

ଧର୍ମଶାଳା: ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟି। ହିମାଚଳ ପ୍ରଦେଶର ଧର୍ମଶାଳାରେ ସନ୍ଧ୍ୟା ୭ଟାର ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୮ଟି ଟି-ଟ୍ୱେଣ୍ଟି ଖେଳାଯାଇଥିବା ବେଳେ ୬ଟିରେ ଭାରତ ବିଜୟୀ ହୋଇଛି। ତେବେ ଉଭୟ ଦଳରେ ବ୍ୟାଟିଂ ଏବଂ ବୋଲିଂ ଭଲ ରହିଛି। ଦକ୍ଷିଣ ଅଫ୍ରିକା ଦଳରେ ବିସ୍ପୋରକ ଏବି ଡିଭିଲିୟର୍ସ, ଡେଭିଡ୍ ମିଳର ଏବଂ ଡୁ ପ୍ଲେସିସ୍ ଭଳି ଖେଳାଳି ଅଛନ୍ତି। ଅଧିକାଂଶ ଖେଳାଳିଙ୍କ ଆଇପିଏଲ୍ ଅଭିଜ୍ଞତା ଥିବାରୁ […]

dhoni

dhoni

Rakesh Mallick
  • Published: Friday, 02 October 2015
  • Updated: 02 October 2015, 03:59 AM IST

Sports

Latest News

ଧର୍ମଶାଳା: ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ୱେଣ୍ଟି। ହିମାଚଳ ପ୍ରଦେଶର ଧର୍ମଶାଳାରେ ସନ୍ଧ୍ୟା ୭ଟାର ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୮ଟି ଟି-ଟ୍ୱେଣ୍ଟି ଖେଳାଯାଇଥିବା ବେଳେ ୬ଟିରେ ଭାରତ ବିଜୟୀ ହୋଇଛି। ତେବେ ଉଭୟ ଦଳରେ ବ୍ୟାଟିଂ ଏବଂ ବୋଲିଂ ଭଲ ରହିଛି। ଦକ୍ଷିଣ ଅଫ୍ରିକା ଦଳରେ ବିସ୍ପୋରକ ଏବି ଡିଭିଲିୟର୍ସ, ଡେଭିଡ୍ ମିଳର ଏବଂ ଡୁ ପ୍ଲେସିସ୍ ଭଳି ଖେଳାଳି ଅଛନ୍ତି। ଅଧିକାଂଶ ଖେଳାଳିଙ୍କ ଆଇପିଏଲ୍ ଅଭିଜ୍ଞତା ଥିବାରୁ ଭାରତୀୟ ପରିବେଶରେ ଖେଳିବାକୁ ତାଙ୍କୁ କଷ୍ଟ ହେବନି। ସେପଟେ ଭାରତ ପକ୍ଷରୁ ଧାୱାନଙ୍କ ସହ ରୋହିତ ଶର୍ମା କିମ୍ୱା ରାହାଣେଙ୍କ କିଏ ପାଳି ଆରମ୍ଭ କରିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି। ମଧ୍ୟ କ୍ରମରେ ବିରାଟ, ରାଇନା ଏବଂ ନିଜେ ଅଧିନାୟକ ଧୋନି ପାଳିକୁ ସମ୍ଭାଳିବେ। ତେଣୁ ଉଭୟ ଦଳ ମଧ୍ୟରେ ଟକ୍କର ହେବ ଜୋରଦାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story