ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଏସିଆ କପ୍ ୨୦୧୬ ପାଇଁ ବିସିସିଆଇ ଶୁକ୍ରବାର ଘୋଷଣା କରିଛି ଭାରତୀୟ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ଜିତିଥିବା ଭାରତୀୟ ଟିମର ଅଧିକାଂଶ ଖେଳାଳି ଏଥିରେ ସ୍ଥାନ ପାଇଛି। ସେମିତି କିଛି ବଡ଼ ଧରଣ ଅଦଳବଦଳ କରାଯାଇ ନାହିଁ। ଟିମରେ ଏକମାତ୍ର ନୂଆ ମୁହଁ ଭାବେ ବାମହାତି ସ୍ପିନର ପବନ ନେଗୀ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ପେସର ଉମେଶ ଯାଦବ ଓ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ୧୦୪ […]

dhoni

dhoni

Rakesh Mallick
  • Published: Friday, 05 February 2016
  • Updated: 05 February 2016, 02:12 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଏସିଆ କପ୍ ୨୦୧୬ ପାଇଁ ବିସିସିଆଇ ଶୁକ୍ରବାର ଘୋଷଣା କରିଛି ଭାରତୀୟ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ଜିତିଥିବା ଭାରତୀୟ ଟିମର ଅଧିକାଂଶ ଖେଳାଳି ଏଥିରେ ସ୍ଥାନ ପାଇଛି। ସେମିତି କିଛି ବଡ଼ ଧରଣ ଅଦଳବଦଳ କରାଯାଇ ନାହିଁ। ଟିମରେ ଏକମାତ୍ର ନୂଆ ମୁହଁ ଭାବେ ବାମହାତି ସ୍ପିନର ପବନ ନେଗୀ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ପେସର ଉମେଶ ଯାଦବ ଓ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ୧୦୪ ରନ୍ କରି ହିରୋ ପାଲଟି ଥିବା ମନୀଷ ପାଣ୍ଡେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି।

ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ୍ ପାଇଁ ୧୫ ଜଣିଆ ଟିମରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ- ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ସୁରେଶ ରାଇନା, ଯୁବରାଜ ସିଂହ, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ୍, ହରଭଜନ ସିଂହ, ଯଶପ୍ରୀତ ବୁମରା, ଆଶିଷ ନେହରା, ପବନ ନେଗୀ ଓ ମହମ୍ମଦ ସାମି।

ଫେବ୍ରୁଆରୀ ୨୪ରୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ବାଂଲାଦେଶର ମୀରପୁରରେ ଖେଳାଯିବ ଏସିଆ କପ୍। ସେହିପରି ମାର୍ଚ୍ଚ ୮ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story