ମିଡିଆ ଆଗରେ କାନ୍ଦି ପକାଇଲେ ଏହି କ୍ରିକେଟର୍

ଢାକା: ବାଂଲାଦେଶ ମଙ୍ଗଳବାର ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳର ଘୋଷଣା କରିଛି। ବାଂଲାଦେଶ ଚୟନକର୍ତ୍ତା ଅଭିଜ୍ଞ ତସକିନ୍ ଅହମ୍ମଦଙ୍କୁ ବାହାର କରି ଅନକ୍ୟାପଡ୍ ଅବୁ ଜାୟେଦଙ୍କୁ ସୁଯୋଗ ଦେଇଛନ୍ତି। ଗୋଇଠିରେ ଆଘାତ କାରଣରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିପାରି ନଥିବା ତସକିନଙ୍କ ବିଶ୍ୱକପରେ ଦଳରେ ସ୍ଥାନ ପାଇବା ନିଶ୍ଚିତ ଲାଗୁଥିଲା। କିନ୍ତୁ ଚୟନକର୍ତ୍ତା ସମସ୍ତଙ୍କୁ ଚକିତ କରି ଜାୟେଦଙ୍କୁ ଚୟନ କରିଥିଲେ, ଯିଏ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଟେଷ୍ଟ ସିରିଜରେ ନିଜର ସୁଇଙ୍ଗ୍ ବୋଲିଂ ଦ୍ୱାରା ବହୁତ ପ୍ରଭାବିତ […]

tas

tas

Ranjit Kumar Jena
  • Published: Wednesday, 17 April 2019
  • Updated: 17 April 2019, 05:22 PM IST

Sports

Latest News

ଢାକା: ବାଂଲାଦେଶ ମଙ୍ଗଳବାର ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳର ଘୋଷଣା କରିଛି। ବାଂଲାଦେଶ ଚୟନକର୍ତ୍ତା ଅଭିଜ୍ଞ ତସକିନ୍ ଅହମ୍ମଦଙ୍କୁ ବାହାର କରି ଅନକ୍ୟାପଡ୍ ଅବୁ ଜାୟେଦଙ୍କୁ ସୁଯୋଗ ଦେଇଛନ୍ତି।

ଗୋଇଠିରେ ଆଘାତ କାରଣରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିପାରି ନଥିବା ତସକିନଙ୍କ ବିଶ୍ୱକପରେ ଦଳରେ ସ୍ଥାନ ପାଇବା ନିଶ୍ଚିତ ଲାଗୁଥିଲା। କିନ୍ତୁ ଚୟନକର୍ତ୍ତା ସମସ୍ତଙ୍କୁ ଚକିତ କରି ଜାୟେଦଙ୍କୁ ଚୟନ କରିଥିଲେ, ଯିଏ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଟେଷ୍ଟ ସିରିଜରେ ନିଜର ସୁଇଙ୍ଗ୍ ବୋଲିଂ ଦ୍ୱାରା ବହୁତ ପ୍ରଭାବିତ କରିଥିଲେ।

ପେସ୍ ବୋଲିଂ ପାଇଁ ସହାୟକ ପିଚରେ ଜାୟେଦ ପ୍ରମାଣିତ କରିଥିଲେ ଯେ, ସେ ନୂଆ ବଲରେ କମାଲ୍ କରିପାରନ୍ତି। କିନ୍ତୁ କେହିବି ଭାବିନଥିଲେ ଯେ, ଜାୟେଦଙ୍କୁ ବିଶ୍ୱକପ୍ ଟିକେଟ୍ ମିଳିଯିବ। ଏହାର କାରଣ ହେଉଛି ଜାୟେଦ ଏପର୍ଯ୍ୟନ୍ତ ଦିନିକିଆ ଡେବ୍ୟୁ କରିନାହାନ୍ତି। ଅବୁ ଏପର୍ଯ୍ୟନ୍ତ ୫ ଟେଷ୍ଟ ଓ ୩ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ମୋଟ ୧୫ ୱିକେଟ୍ ନେଇଛନ୍ତି।

ତେବେ ବିଶ୍ୱକପ୍ ପାଇଁ ଟିମରେ ସ୍ଥାନ ନମିଳିବା ତସକିନଙ୍କୁ ବହୁତ ବାଧିଛି। ସେ ମିଡିଆ ସହ କଥା ହେଉଥିବା ସମୟରେ ନିଜ ଭାବନାକୁ ରୋକିପାରି ନଥିଲେ ଏବଂ ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଥିଲେ। ଗଣମାଧ୍ୟମକୁ ବାଇଟ୍ ଦେଉଥିବା ବେଳେ ତାଙ୍କ କାନ୍ଦୁଥିବାରୁ ଭିଡିଓ ଏବେ ସେଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହା ତସକିନଙ୍କୁ ସୋଶାଲ ମିଡିଆରେ ପ୍ରଶଂସକମାନେ ସମର୍ଥନ କରିଥିଲେ।

ଦେଖନ୍ତୁ ଭିଡିଓ

https://twitter.com/BDCricTime/status/1118099640610512896

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story