ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ୍: ପ୍ରାଶସକ ଏକାଦଶ ଚାମ୍ପିଅନ୍

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ଫ୍ରେଣ୍ଡସିପ୍ କପ୍ ଫୁଟବଲରେ ପ୍ରଶାସକ ଏକାଦଶ ଚାମ୍ପି‌ଅନ୍ ହୋଇଛି। ମିଡିଆ ଏକାଦେଶ ଟ୍ରାଇବେକରେ ପରାସ୍ତ ହୋଇଛି। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ନେତା, ପ୍ରଶାସକ, ସାମ୍ୱାଦିକ ଓ ଆୟୋଜକ ଟାଟା ଷ୍ଟିଲର କର୍ମଚାରୀ ଭାଗ ନେଇଥିଲେ। ପ୍ରଥମ ସେମିଫାଇନାଲରେ ନେତାଙ୍କୁ ହରାଇ ପ୍ରଶାସକ ଫାଇନାଲକୁ ପ୍ରବେଶ କରିଥିଲେ। ସେପଟେ ଆୟୋଜକ ଟାଟା ଷ୍ଟିଲକୁ ହରାଇ ଫାଇନାଲକୁ ଯାଇଥିଲା ମିଡିଆ ଏକାଦଶ। ଶେଷରେ ପ୍ରଶାସକ ଏକାଦଶ ଓ […]

game

game

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 09:03 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ଫ୍ରେଣ୍ଡସିପ୍ କପ୍ ଫୁଟବଲରେ ପ୍ରଶାସକ ଏକାଦଶ ଚାମ୍ପି‌ଅନ୍ ହୋଇଛି। ମିଡିଆ ଏକାଦେଶ ଟ୍ରାଇବେକରେ ପରାସ୍ତ ହୋଇଛି। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ନେତା, ପ୍ରଶାସକ, ସାମ୍ୱାଦିକ ଓ ଆୟୋଜକ ଟାଟା ଷ୍ଟିଲର କର୍ମଚାରୀ ଭାଗ ନେଇଥିଲେ। ପ୍ରଥମ ସେମିଫାଇନାଲରେ ନେତାଙ୍କୁ ହରାଇ ପ୍ରଶାସକ ଫାଇନାଲକୁ ପ୍ରବେଶ କରିଥିଲେ। ସେପଟେ ଆୟୋଜକ ଟାଟା ଷ୍ଟିଲକୁ ହରାଇ ଫାଇନାଲକୁ ଯାଇଥିଲା ମିଡିଆ ଏକାଦଶ। ଶେଷରେ ପ୍ରଶାସକ ଏକାଦଶ ଓ ମିଡିଆ ଏକାଦଶ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରଶାସକ ଏକାଦଶ ଟ୍ରାଇବେକର ଜରିଆରେ ବିଜୟ ଲାଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos