୨୯ ବର୍ଷରେ ପାଦ ଦେଲେ ମୟଙ୍କ

ହାମିଲଟନ୍‌: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ରବିବାର ୨୯ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଫେବୃଆରୀ, ୧୯୯୧ରେ କର୍ଣ୍ଣାଟକାର ବେଙ୍ଗାଲୁରୁରେ ଜନ୍ମିତ ମୟଙ୍କ ନିଜର ୨୯ତମ ଜନ୍ମଦିନରେ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ପ୍ରାକ୍ଟିସ୍ ମ୍ୟାଚରେ ୮୧ ରନର ଦମଦାର ଇନିଂସ୍ ଖେଳିଛନ୍ତି। ତେବେ ମ୍ୟାଚ୍ ପରେ ସାଥୀ ଖେଳାଳିମାନେ ମୟଙ୍କଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଫଟୋ ବିସିସିଆଇ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରିଛି। Just birthday things […]

mayank

mayank

Ranjit Kumar Jena
  • Published: Sunday, 16 February 2020
  • Updated: 16 February 2020, 07:18 PM IST

Sports

Latest News

ହାମିଲଟନ୍‌: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ରବିବାର ୨୯ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଫେବୃଆରୀ, ୧୯୯୧ରେ କର୍ଣ୍ଣାଟକାର ବେଙ୍ଗାଲୁରୁରେ ଜନ୍ମିତ ମୟଙ୍କ ନିଜର ୨୯ତମ ଜନ୍ମଦିନରେ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ପ୍ରାକ୍ଟିସ୍ ମ୍ୟାଚରେ ୮୧ ରନର ଦମଦାର ଇନିଂସ୍ ଖେଳିଛନ୍ତି। ତେବେ ମ୍ୟାଚ୍ ପରେ ସାଥୀ ଖେଳାଳିମାନେ ମୟଙ୍କଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଫଟୋ ବିସିସିଆଇ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରିଛି।

ଏହି ଫଟୋରେ ଋଷଭ ପନ୍ତ ଓ ପୃଥ୍ୱୀଙ୍କୁ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଆଉ ଏକ ଫଟୋରେ ଶ' ଓ ପନ୍ତଙ୍କ ବ୍ୟତୀତ ମହମ୍ମଦ ଶାମି ଓ ନଭଦୀପ ସାଇନିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏକ ଫଟୋରେ ମୟଙ୍କଙ୍କ ମୁହଁରେ କେକ୍ ବୋଳା ହୋଇଥିବା ବେଳେ ସେହି ସମୟରେ ପନ୍ତ ଓ ପୃଥ୍ୱୀ ତାଙ୍କ ଉପରେ ପାଣି ଢାଳୁଛନ୍ତି। ବିସିସିଆଇ ତା'ର ଟ୍ୱିଟରେ ଲେଖିଛି ଯେ ହାପି ବାର୍ଥ ଥେ ମୟଙ୍କ ଅଗ୍ରୱାଲ୍।

ପ୍ରାକ୍ଟିସ୍ ମ୍ୟାଚରେ ୮୧ରନର ଇନିଂସ୍ ଖେଳିବା ପରେ ମୟଙ୍କ କହିଥିଲେ, "ମୋ ପାଇଁ ଏହା ଏକ ଭଲ ମ୍ୟାଚ୍ ଥିଲା। ଟେଷ୍ଟ ସିରିଜ୍ ପୂର୍ବରୁ ଆମେ ଏହି ତିନିଦିନିଆ ମ୍ୟାଚ୍ ଜରିଆରେ ଭଲ ଅଭ୍ୟାସ କରିବାରେ ସଫଳ ହୋଇଛୁ। ପ୍ରଥମ ଇନିଂସରେ ବ୍ୟାଟିଂ କରିବା ବହୁତ କଷ୍ଟକର ଥିଲା ଏବଂ ମୁଁ ସଅଳ ଆଉଟ୍ ହୋଇଯାଇଥିଲି। କିନ୍ତୁ ଦ୍ୱିତୀୟ ଇନିଂସରେ ମୋତେ ବ୍ୟାଟିଂ କରିବା ପାଇଁ ପୁଣି ସୁଯୋଗ ମିଳିଥିଲା ଏବଂ ମୁଁ ଏହାର ଭରପୂର ଫାଇଦା ମଧ୍ୟ ଉଠାଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story