ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ଚୟନ ଚିନ୍ତା

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚରେ ଭାରତ ତା’ର ବେଞ୍ଚଷ୍ଟ୍ରେନ୍ଥକୁ ସୁଯୋଗ ଦେଇପାରେ। ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେଙ୍କୁ ଆସନ୍ତାକାଲି ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଇନ୍ଦୋରରେ ଅନଭିଜ୍ଞ ଶ୍ରୀଲଙ୍କା ଟିମ୍ ଭାରତକୁ କୌଣସି ବିଭାଗରେ ଟକ୍କର ଦେଇନଥିଲା ଏବଂ ଏହାକୁ ଦୃଷ୍ଟିରେ ରଖି ପାଣ୍ଡେ ଓ ସାମସନଙ୍କୁ […]

india

india

Ranjit Kumar Jena
  • Published: Thursday, 09 January 2020
  • Updated: 09 January 2020, 05:23 PM IST

Sports

Latest News

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚରେ ଭାରତ ତା'ର ବେଞ୍ଚଷ୍ଟ୍ରେନ୍ଥକୁ ସୁଯୋଗ ଦେଇପାରେ। ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେଙ୍କୁ ଆସନ୍ତାକାଲି ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଇନ୍ଦୋରରେ ଅନଭିଜ୍ଞ ଶ୍ରୀଲଙ୍କା ଟିମ୍ ଭାରତକୁ କୌଣସି ବିଭାଗରେ ଟକ୍କର ଦେଇନଥିଲା ଏବଂ ଏହାକୁ ଦୃଷ୍ଟିରେ ରଖି ପାଣ୍ଡେ ଓ ସାମସନଙ୍କୁ ଟିମରେ ସାମିଲ୍ କରାଯାଇପାରେ।

ପାଣ୍ଡେ ଚଳିତ ସିରିଜ୍ ସମେତ ଗତ ତିନି ସିରିଜରେ ମାତ୍ର ଗୋଟିଏ ମ୍ୟାଚରେ ସୁଯୋଗ ପାଇଛନ୍ତି। ଅନ୍ୟପକ୍ଷରେ ନଭେମ୍ବରରେ ବାଂଲାଦେଶ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିବା ସାମସନଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ। ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତ ନିୟମିତ ଭାବେ ଟିମ୍ ସଂଯୋଜନରେ ପ୍ରୟୋଗ କରିଆସୁଛି, କିନ୍ତୁ ଏହି ଦୁଇ ଖେଳାଳିଙ୍କର ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇନାହିଁ।

ଅନ୍ୟପକ୍ଷରେ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଶାର୍ଦ୍ଦୁଲ ଠାକୁର ଓ ନଭଦୀପ ସାଇନିଙ୍କ ପାଇଁ ଛାପ ଛାଡ଼ିବାର ସୁଯୋଗ ରହିଛି ଏବଂ ଦୁହେଁ ପୂର୍ବ ମ୍ୟାଚରେ ମିଶିକି ୫ ୱିକେଟ୍ ନେଇ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ୱାଶିଂଟନ୍ ସୁନ୍ଦର ଓ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳୁଥିବା ଶିବମ ଦୁବେଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିଛି। ଇନ୍ଦୋରରେ ମ୍ୟାଚ୍ ଜିତିବା ପରେ କୋହଲି କହିଥିଲେ, ଟିମ୍ ପ୍ରତି ମ୍ୟାଚ୍ ପରେ ଅଧିକ ମଜଭୁତ୍ ହେବାରେ ଲାଗିଛି। ଏପରିକି ସେ ସଙ୍କେତ ଦେଇଛନ୍ତି ଯେ ପ୍ରସିଦ୍ଧ କ୍ରିଷ୍ଣା ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱକପ୍ ପାଇଁ 'ସରପ୍ରାଇଜ୍ ପ୍ୟାକେଜ୍‌' ହୋଇପାରନ୍ତି। ସାମସନ୍ ଓ ପାଣ୍ଡେ ଲଗାତର ବାହାରେ ବସିବା ନେଇ ନିରାଶ ଥିବେ, କିନ୍ତୁ ଶୁକ୍ରବାର ଦୁହିଁଙ୍କୁ ସୁଯୋଗ ମିଳିପାରେ। ତେବେ ଟିମ୍ ମ୍ୟାନେଜମେଣ୍ଟ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ମଜଭୁତ୍ ଚୂଡ଼ାନ୍ତ ଏକାଦଶ ଚୟନ କରିବା ଉପରେ ଧ୍ୟାନ ଦେବ।

ଏହି ମ୍ୟାଚରେ ପୁଣିଥରେ ସମସ୍ତଙ୍କ ନଜର ଶିଖର ଧୱନଙ୍କ ଉପରେ ରହିବ, ଯିଏ ଲୋକେଶ ରାହୁଲଙ୍କ ସହ ଦ୍ୱିତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଦୌଡ଼ରେ ରହିଛନ୍ତି। ବର୍ତ୍ତମାନ ରାହୁଲଙ୍କୁ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ରୋହିତଙ୍କ ଯୋଡ଼ିଦାର ଭାବେ ଦେଖାଯାଉଛି। ଯଶପ୍ରୀତ ବୁମ୍ରା ମଙ୍ଗଳବାର ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରିନଥିଲେ, କିନ୍ତୁ ସେ ଅନ୍ତିମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବାକୁ ଚାହିଁବେ। ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପରେ ଶିବମ୍ ଦୁବେ ନିଜ ସ୍ଥାନ ହରାଇବେ। ଏଭଳି ସ୍ଥିତିରେ ଦୁବେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ଟିମରେ ନିଜ ସ୍ଥାନ ପକ୍କା କରିବାକୁ ଚାହିଁବେ।

ଇନ୍ଦୋରରେ ଶାର୍ଦ୍ଦୁଲ ଠାକୁର ଓ ସାଇନି ବେଶ୍ ପ୍ରଭାବିତ କରିଥିଲେ। ଠାକୁର ଡେଥ୍ ଓଭରରେ ଭଲ ବୋଲିଂ କରିଥିବା ବେଳେ ସାଇନି ନିଜ ପେସ୍ ଓ ବାଉନ୍ସ ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ। ଶ୍ରୀଲଙ୍କା ଟିମରେ ଅନେକ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଏବଂ ଏହି କାରଣରୁ କୁଲଦୀପ ଯାଦବ ଓ ୱାଶିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ନିଜ ସ୍ଥାନ ବଜାୟ ରଖିବେ। ଏହାର ଅର୍ଥ ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡିବ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମକୁ ଭାରତ ବିପକ୍ଷରେ ମ୍ୟାଚ୍ ଜିତିବାକୁ ହେଲେ, ଅନେକ କ୍ଷେତ୍ରରେ ସୁଧାର ଆଣିବାକୁ ପଡିବ। ଭ୍ରମଣକାରୀ ଟିମ୍ ଭଲ ଆରମ୍ଭ କରିଥିଲେ ହେଁ, ଏହାକୁ ଶେଷ ପର୍ଯ୍ୟନ୍ତ କାଏମ ରଖିପାରିନଥିଲେ। ଅଲରାଉଣ୍ଡର ଇସୁରୁ ଉଦାନାଙ୍କ ଆହତ ଶ୍ରୀଲଙ୍କା ପାଇଁ ବଡ଼ ଝଟକା। ଆହତ କାରଣରୁ ଉଦାନା ଇନ୍ଦୋରରେ ବୋଲିଂ କରିପାରିନଥିଲେ। ତାଙ୍କ ସ୍ଥାନରେ ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ସୁଯୋଗ ମିଳିପାରେ, ଯିଏ ୧୬ମାସ ପରେ ଟି-୨୦ ଦଳକୁ କମବ୍ୟାକ୍ କରିଛନ୍ତି। ଦ୍ୱିତୀୟ ମ୍ୟାଚରେ ୱାନିନ୍ଦୁ ହସରଙ୍ଗାଙ୍କୁ ଛାଡ଼ିଦେଲେ ଭ୍ରମଣକାରୀ ଦଳର ଅନ୍ୟ କୌଣସି ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇପାରି ନଥିଲେ। ତେଣୁ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇବାକୁ ହେଲେ ଶ୍ରୀଲଙ୍କାକୁ ବୋଲିଂରେ ସୁଧାର ଆଣିବାକୁ ପଡ଼ିବ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ଶିଖର ଧୱନ୍‌, ଲୋକେଶ ରାହୁଲ, ଶ୍ରେୟସ୍ ଆୟର୍‌, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ମନିଷ ପାଣ୍ଡେ, ୱାଶିଂଟନ୍ ସୁନ୍ଦର, ସଞ୍ଜୁ ସାମସନ୍।

ଶ୍ରୀଲଙ୍କା: ଲସିଥ୍ ମାଲିଙ୍ଗା (କ୍ୟାପଟେନ୍‌), ଦନୁସ୍କା ଗୁଣତିଳକ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍‌, ଦାସୁନ୍ ଶନକା, କୁଶଲ ପରେରା, ନିରୋଶାନ୍ ଡିକୱେଲା, ଧନଞ୍ଜୟ ଡି'ସିଲଭା, ଭାନୁକା ରାଜପାକସା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, ଓଶାଡା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍‌, ଲକଶନ୍ ସାଣ୍ଡାକାନ୍‌, କାସୁନ୍ ରଜିତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story