ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି: ସବୁଠୁ ଶକ୍ତିଶାଳୀ ଟିମ୍‌ ସହ କାଲି ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚାଲିଥିବା ହକି ୱାର୍ଲ୍ଡ ଲିଗ୍‌ର କ୍ୱାର୍ଟର୍‌ ଫାଇନାଲ ଲାଇନ୍‌ ଅପ ହୋଇଛି। ଆସନ୍ତାକାଲି କ୍ୱାର୍ଟର୍‌ ଫାଇନାଲରେ ଆୟୋଜକ ଭାରତ ସହ ଶକ୍ତିଶାଳୀ ବେଲଜିୟମର ମୁକାବିଲା। ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ ଖେଳାଯିବ। ଲିଗ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହା କର ବା ମର ମ୍ୟାଚ୍। ଭାରତ ଏପର୍ଯ୍ୟନ୍ତ ଲିଗ  ମ୍ୟାଚରେ ଗୋଟିଏ ବି ମ୍ୟାଚ  ଜିତିପାରି ନ ଥିବା ବେଳେ ବେଲଜିୟମ ଗ୍ରୁପର ସମସ୍ତ ମ୍ୟାଚରେ ବିଜୟ […]

TH05HOCKEY

TH05HOCKEY

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଚାଲିଥିବା ହକି ୱାର୍ଲ୍ଡ ଲିଗ୍‌ର କ୍ୱାର୍ଟର୍‌ ଫାଇନାଲ ଲାଇନ୍‌ ଅପ ହୋଇଛି। ଆସନ୍ତାକାଲି କ୍ୱାର୍ଟର୍‌ ଫାଇନାଲରେ ଆୟୋଜକ ଭାରତ ସହ ଶକ୍ତିଶାଳୀ ବେଲଜିୟମର ମୁକାବିଲା। ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ ଖେଳାଯିବ। ଲିଗ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହା କର ବା ମର ମ୍ୟାଚ୍। ଭାରତ ଏପର୍ଯ୍ୟନ୍ତ ଲିଗ  ମ୍ୟାଚରେ ଗୋଟିଏ ବି ମ୍ୟାଚ  ଜିତିପାରି ନ ଥିବା ବେଳେ ବେଲଜିୟମ ଗ୍ରୁପର ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି। ଆଜି ଖେଳାଯାଇଥିବା ପୁଲ-ଏ’ର ଶେଷ ମ୍ୟାଚରେ ବେଲଜିୟମ ନେଦରଲ୍ୟାଣ୍ଡସକୁ ୩-୦ ଗୋଲରେ ହରାଇଛି। ସେହିପରି ଅନ୍ୟ ଏକ ଲିଗ ମ୍ୟାଚରେ ଆର୍ଜେଣ୍ଟିନାକୁ ସ୍ପେନ୍  ୨-୧ ଗୋଲରେ ପରାସ୍ତ କରିଥିଲା।

ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ୍‌ ଟିମ୍‌କୁ ୩ଟି ଲେଖାଁଏ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା। ଯେଉଁଥିରେ ସବୁଠୁ ଖରାପ ପ୍ରଦର୍ଶନ କରି ଭାରତ ଗ୍ରୁପ-ବି’ର ୪ର୍ଥ ସ୍ଥାନରେ ରହିଛି। ଭାରତ ୩ଟି ମ୍ୟାଚ୍‌ ଖେଳି ଗୋଟିଏରେ ଡ୍ର ରଖିଥିବା ବେଳେ ଅନ୍ୟ ଦୁଇଟି ମ୍ୟାଚରେ ପରାସ୍ତ କରିଥିଲା। ସେହିପରି ଗ୍ରୁପ-ଏ’ରେ ସବୁଠୁ ସଫଳ ଟିମ୍‌ ବେଲଜିୟମ। ବେଲଜିୟମ ଲିଗ୍‌ ପର୍ଯ୍ୟାୟର ସମସ୍ତ ୩ଟି ମ୍ୟାଚ୍‌ରେ ବିଜୟୀ ହେବା ସହ ଗ୍ରୁପରେ ଶ୍ରୀର୍ଷରେ ରଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story