ଆଉ ଜଣେ ଉଦୟମାନ କ୍ରିକେଟର୍‌ଙ୍କ ଉତ୍ଥାନ: ସିରିଜ ଓ ମ୍ୟାଚରେ ହେଲେ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଦଳରେ ଆଉ ଜଣେ ଉଦୟମାନ କ୍ରିକେଟ୍‌ ଖେଳିଙ୍କ ଉତ୍ଥାନ ହୋଇଛି। ଏହି କ୍ରିକେଟର ହେଉଛନ୍ତି ଜୟଦେବ ଉନଦକାତ୍‌। ଆଇପିଏଲରେ ଦେଖିଥିବେ ଏହି ଖେଳାଳି ଅନେକ ବିସ୍ପୋରକ ବ୍ୟାଟ୍ସମ୍ୟାନକୁ କିପରି ତାଙ୍କ ବୋଲିଂ ଯାଦୁରେ ଚିତ୍‌ କରିଥିଲେ। ଠିକ୍‌ ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଭାରତ ପକ୍ଷରୁ ଖେଳିଥିବା ଏହି ଉଦୟମାନ ବୋଲର ଜୟଦେବ ଉନଦକାତ୍‌ ତାଙ୍କ ଆକର୍ଷଣୀୟ ବୋଲିଂରେ ଶ୍ରୀଲଙ୍କାକୁ ଘାଇଲା କରିଛନ୍ତି। ଟି-ଟ୍ୱେଣ୍ଟି ସିରିଜରେ ତାଙ୍କ ଆକର୍ଷଣୀୟ ବୋଲିଂ ପାଇଁ […]

india_won_1514137979_618x347

india_won_1514137979_618x347

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 11:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଦଳରେ ଆଉ ଜଣେ ଉଦୟମାନ କ୍ରିକେଟ୍‌ ଖେଳିଙ୍କ ଉତ୍ଥାନ ହୋଇଛି। ଏହି କ୍ରିକେଟର ହେଉଛନ୍ତି ଜୟଦେବ ଉନଦକାତ୍‌। ଆଇପିଏଲରେ ଦେଖିଥିବେ ଏହି ଖେଳାଳି ଅନେକ ବିସ୍ପୋରକ ବ୍ୟାଟ୍ସମ୍ୟାନକୁ କିପରି ତାଙ୍କ ବୋଲିଂ ଯାଦୁରେ ଚିତ୍‌ କରିଥିଲେ। ଠିକ୍‌ ସେହିପରି ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଭାରତ ପକ୍ଷରୁ ଖେଳିଥିବା ଏହି ଉଦୟମାନ ବୋଲର ଜୟଦେବ ଉନଦକାତ୍‌ ତାଙ୍କ ଆକର୍ଷଣୀୟ ବୋଲିଂରେ ଶ୍ରୀଲଙ୍କାକୁ ଘାଇଲା କରିଛନ୍ତି। ଟି-ଟ୍ୱେଣ୍ଟି ସିରିଜରେ ତାଙ୍କ ଆକର୍ଷଣୀୟ ବୋଲିଂ ପାଇଁ ମ୍ୟାନ୍‌ ଅଫ୍‌ ଦି ସିରିଜ ହେବା ସହ ଶେଷ ମ୍ୟାଚରେ ଘାତକ ବୋଲିଂ ପାଇଁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ବିବେଚିତ ହୋଇଛନ୍ତି।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କାଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଦଳ ପକ୍ଷରୁ ଆସେଲା ଗୁଣରତ୍ନେ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଦସୁନ ଶନାକା ୨୯ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିବା ବେଳେ ଜୟଦେବ ୨ଟି ଓ ସୁନ୍ଦର, କୁଲଦୀପ ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଶ୍ରୀଲଙ୍କାର ସ୍କୋରକୁ ୧୩୫ ରନରେ ଆଟକାଇଥିଲେ। ଜବାବରେ ଭାରତ ୫ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଭାରତ ପକ୍ଷରୁ ମନିଷ ପାଣ୍ଡେ ୩୨, ଶ୍ରେୟସ ଆୟର ୩୦ ଓ ରୋହିତ ଶର୍ମା ୨୭ରନ କରିଥିଲେ।

https://youtu.be/mnl9fZ2Py0E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story