ଚିନ୍ତାରେ ଟିମ୍‌ ଇଣ୍ଡିଆ: କ୍ରୀଡ଼ାପ୍ରେମୀ ଅସନ୍ତୁଷ୍ଟ, ସମାଲୋଚନାର ଶିକାର ହେଲେ ଏହି ଷ୍ଟାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆସନ୍ତା କାଲି ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମୋହାଲିରେ ଖେଳାଯିବ। ପ୍ରଥମ ଦିନିକିଆରେ ଲଜ୍ଜାଜନକ ଭାବେ ପରାଜୟ ପରେ କାଲିର ମ୍ୟାଚରେ ଟିମ୍‌ ଇଣ୍ଡିଆ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହତି ଶର୍ମା ଦଳର ନେତୃତ୍ୱ ନେଇଛନ୍ତି। ହେଲେ ଶ୍ରୀଲଙ୍କାର ଘାତକ ବୋଲିଂକୁ ସମ୍ନା କରିବା କଷ୍ଟକର ହୋଇପଡ଼ିଛି ଟିମ୍‌ ଇଣ୍ଡିଆ ପାଇଁ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌କୁ ଶ୍ରୀଲଙ୍କା ଜିତିନଇଥିବା ସହ ଲଗାତର ପରାଜୟର […]

virat-and-rohit

virat-and-rohit

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 10:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆସନ୍ତା କାଲି ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମୋହାଲିରେ ଖେଳାଯିବ। ପ୍ରଥମ ଦିନିକିଆରେ ଲଜ୍ଜାଜନକ ଭାବେ ପରାଜୟ ପରେ କାଲିର ମ୍ୟାଚରେ ଟିମ୍‌ ଇଣ୍ଡିଆ କମ୍‌ବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହତି ଶର୍ମା ଦଳର ନେତୃତ୍ୱ ନେଇଛନ୍ତି। ହେଲେ ଶ୍ରୀଲଙ୍କାର ଘାତକ ବୋଲିଂକୁ ସମ୍ନା କରିବା କଷ୍ଟକର ହୋଇପଡ଼ିଛି ଟିମ୍‌ ଇଣ୍ଡିଆ ପାଇଁ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌କୁ ଶ୍ରୀଲଙ୍କା ଜିତିନଇଥିବା ସହ ଲଗାତର ପରାଜୟର କ୍ରମକୁ ଭାଙ୍ଗିଛି। ଏଭଳି ପରିସ୍ଥିତିରେ ସିରିଜରେ ତିଷ୍ଟି ରହିବା ପାଇଁ ହେଲେ ଟିମ୍‌ ଇଣ୍ଡିଆକୁ କାଲିର ମ୍ୟାଚ୍‌ ଜିତିବାକୁ ହେବ। ଦ୍ୱିତୀୟ ମ୍ୟଚ୍‌ରେ ସମ୍ପୂର୍ଣ୍ଣ ରଣକୌଶଳ ସହ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ।

ଅନ୍ୟପଟେ ବିରାଟ କୋହଲି ଏହି ସିରିଜରେ ନ ଖେଳି ବିବାହ ପାଇଁ ଛୁଟି ନେଇଥିବାରୁ ଅନେକ କ୍ରୀଡାପ୍ରେମୀ ଅସନ୍ତୁଷ୍ଟ ବ୍ୟାକ୍ତ କରିଛନ୍ତି। ବିରାଟଙ୍କ ଉପସ୍ଥିତି ଏବେ ଟିମ୍‌ ଇଣ୍ଡିଆ ପାଇଁ ଆବଶ୍ୟକ ହୋଇଥିବା ବେଳେ କୋହଲି ଟିମ୍‌କୁ ଫେରନ୍ତୁ ବୋଲି ଅନେକ ୟୁଜର୍ସ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି।

ରବିବାର ଦିନ ବିରାଟ ସୋସିଆଲ ମିଡିଆରେ ଏକ କପଡ଼ା ବ୍ରାଣ୍ଡର ବିଜ୍ଞାପନ କରିଥିଲେ। ଟ୍ୱିଟ୍ ମାଧ୍ୟମରେ ସେ ଏହି ବିଜ୍ଞାପନ କରିଥିଲେ। ହେଲେ ଅନେକ କ୍ରୀଡାପ୍ରେମୀ ରି-ଟ୍ୱିଟ୍‌ କରିବା ସହ ବିରାଟଙ୍କୁ ସମାଲୋଚନା କରିଥିଲେ। ଜଣେ ୟୁଜର୍ସ ଟିମ୍‌କୁ ଫେରିଆସିବା ପାଇଁ କିହିଥିବା ସହ ଅନ୍ୟଜଣେ କହିଥିଲେ ବିରାଟ ଟିମ୍‌କୁ ଏଭଳି ସ୍ଥିତିରେ ଛାଡ଼ି କପରି ଯାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story