ଦିଲ୍ଲୀ ଟେଷ୍ଟ କବ୍‌ଜା ଅଭିମୁଖେ ଟିମ୍‌ ଇଣ୍ଡିଆ: ପ୍ରଥମ ଇଂନିସରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟଲା ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ। କ୍ୟାପଟେନ୍ କୋହଲିଙ୍କ ୨୪୩ ରନର ଇନିଂସ ବଳରେ ଭାରତ  ଶ୍ରୀଲଙ୍କା ବିପକ୍ଷରେ ବିଶାଳ ସ୍କୋର କରିଛି। ୭ ୱିକେଟରେ ୫୩୬ ରନରେ ପାଳି ସମାପ୍ତି ଘୋଷଣା କରିଛି ଭାରତ। ଆଜି ଜବରଦସ୍ତ ଦ୍ୱିଶତକ ଜମାଇଛନ୍ତି କ୍ୟାପ୍ଟେନ ବିରାଟ କୋହଲି। ଏହା ହେଉଛି ବିରାଟଙ୍କ କ୍ରମାଗତ ଦ୍ୱିଶତକ। ନାଗପୁର ଟେଷ୍ଟରେ ମଧ୍ୟ ବିରାଟ ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟ ମ୍ୟାଚରେ ଲଗାତାର ଦୁଇଟି ଦ୍ୱିଶତକ ହାସଲ କରିବାରେ […]

ishant_1512291503

ishant_1512291503

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 03:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟଲା ଟେଷ୍ଟରେ ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ। କ୍ୟାପଟେନ୍ କୋହଲିଙ୍କ ୨୪୩ ରନର ଇନିଂସ ବଳରେ ଭାରତ  ଶ୍ରୀଲଙ୍କା ବିପକ୍ଷରେ ବିଶାଳ ସ୍କୋର କରିଛି। ୭ ୱିକେଟରେ ୫୩୬ ରନରେ ପାଳି ସମାପ୍ତି ଘୋଷଣା କରିଛି ଭାରତ। ଆଜି ଜବରଦସ୍ତ ଦ୍ୱିଶତକ ଜମାଇଛନ୍ତି କ୍ୟାପ୍ଟେନ ବିରାଟ କୋହଲି। ଏହା ହେଉଛି ବିରାଟଙ୍କ କ୍ରମାଗତ ଦ୍ୱିଶତକ। ନାଗପୁର ଟେଷ୍ଟରେ ମଧ୍ୟ ବିରାଟ ଦ୍ୱିଶତକ ହାସଲ କରିଥିଲେ। ଟେଷ୍ଟ ମ୍ୟାଚରେ ଲଗାତାର ଦୁଇଟି ଦ୍ୱିଶତକ ହାସଲ କରିବାରେ ବିନୋଦ କାମ୍ବଲିଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ବିରାଟଙ୍କ ଟେଷ୍ଟ କ୍ୟାରିଅରର ଏହା ଷଷ୍ଠ ଦ୍ୱିଶତକ, ଏଥି ସହିତ ସେ ସର୍ବାଧିକ ଦ୍ୱିଶତକ ହାସଲ କରିବାରେ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେୱାଗଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ରୋହିତ ଶର୍ମା ୬୫ ରନର ଅର୍ଦ୍ଦଶତକୀୟ ପାଳି ଖେଳିଛନ୍ତି। ଜବାରେ ଶ୍ରୀଲଙ୍କ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story