କାଲି ମ୍ୟାଚ୍‌ ଜିତି ୪-୧ରେ ସିରିଜ କବ୍‌ଜା କରିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ନାଗପୁର ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ଦିନିକିଆ ତଥା ପଞ୍ଚମ ଦିନିକିଆ ଖେଳାଯିବ। ଏହି ମ୍ୟାଚକୁ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ। ଭାରତ ଏହି ମ୍ୟାଚକୁ ଜିତି ସିରିଜକୁ ୪-୧ରେ ହାତେଇବାକୁ ଚେଷ୍ଟାକରିବ। ସେପଟେ ସିରିଜ ହାରିସାରିଥିବା ଅଷ୍ଟ୍ରେଲିଆ ଦଳ ଶେଷ ମ୍ୟାଚ୍‌ରେ ଜିତି ସମ୍ମାନ ରକ୍ଷା କରିବାକୁ ଚାହିଁବ। ବାଙ୍ଗାଲୋର ଠାରେ ଖେଳାଯାଇଥିବା ସିରିଜର ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୧ରନରେ ଜିତିଥିଲା। ଏହା […]

555_1506765997_618x347

555_1506765997_618x347

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 12:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ନାଗପୁର ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଶେଷ ଦିନିକିଆ ତଥା ପଞ୍ଚମ ଦିନିକିଆ ଖେଳାଯିବ। ଏହି ମ୍ୟାଚକୁ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ। ଭାରତ ଏହି ମ୍ୟାଚକୁ ଜିତି ସିରିଜକୁ ୪-୧ରେ ହାତେଇବାକୁ ଚେଷ୍ଟାକରିବ। ସେପଟେ ସିରିଜ ହାରିସାରିଥିବା ଅଷ୍ଟ୍ରେଲିଆ ଦଳ ଶେଷ ମ୍ୟାଚ୍‌ରେ ଜିତି ସମ୍ମାନ ରକ୍ଷା କରିବାକୁ ଚାହିଁବ। ବାଙ୍ଗାଲୋର ଠାରେ ଖେଳାଯାଇଥିବା ସିରିଜର ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୧ରନରେ ଜିତିଥିଲା। ଏହା ପୂର୍ବରୁ ଲଗାତର ୩ଟି ମ୍ୟାଚ୍‌ ଜିତି ଭାରତ ସିରିଜ କବ୍‌ଜା କରିସାରିଛି। ତେଣୁ କାଲି ମ୍ୟାଚ୍‌ରେ ଭାରତ ନୂତନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ଏବଂ ବାଙ୍ଗାଲୋର ମ୍ୟାଚ୍‌ରେ ଭାରତର ଯେଉଁସବୁ ଦୋଷ ଦୁର୍ବଳତା ରହିଥିଲା ତାହାକୁ ଏହି ମ୍ୟାଚ୍‌ରେ ସୁଧାରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଟିମ୍‌ ଇଲେଭେନ୍‌ରେ କିଛି ପରିବର୍ତ୍ତନର ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story