ସଚିନଙ୍କୁ ବୋଲ୍ଡ କରିବାର ସାଉଣ୍ଡ ସବୁଠୁ ଅଧିକ ଆନନ୍ଦ ଦେଇଥାଏ: ବ୍ରେଟ୍‌ ଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ପୂର୍ବତନ ବୋଲର ବ୍ରେଟ୍ ଲି ବିଶ୍ୱ କ୍ରିକେଟ୍‌ରେ ଜଣେ ଜଣାଶୁଣା ନାଁ। ତାଙ୍କ ବୋଲିଂ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାଏ। ଏହି ପୂର୍ବତନ ବୋଲର ଏବେ ଏକ ବୟାନ ଜାରି କରିଛନ୍ତି ଯାହା ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଦେଇଛି। ସେ କହିଛନ୍ତି ବୋଲିଂ ବେଳେ ଯେତେବେଳେ ସେ କାହାକୁ ବୋଲ୍ଡ କରିଥାନ୍ତି ଏହାର ସାଉଣ୍ଡ ତାଙ୍କୁ ଆନନ୍ଦ ଦେଇଥାଏ। ହେଲେ ସବୁଠୁ ଅଧିକ ଆନନ୍ଦ ଦେଇଥାଏ ସଚିନ ତେନ୍ଦୁଲକରଙ୍କୁ ବୋଲ୍ଡ କରିବା ପରେ […]

Australia's Brett Lee (L) looks around t

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 01:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆର ପୂର୍ବତନ ବୋଲର ବ୍ରେଟ୍ ଲି ବିଶ୍ୱ କ୍ରିକେଟ୍‌ରେ ଜଣେ ଜଣାଶୁଣା ନାଁ। ତାଙ୍କ ବୋଲିଂ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥାଏ। ଏହି ପୂର୍ବତନ ବୋଲର ଏବେ ଏକ ବୟାନ ଜାରି କରିଛନ୍ତି ଯାହା ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଦେଇଛି। ସେ କହିଛନ୍ତି ବୋଲିଂ ବେଳେ ଯେତେବେଳେ ସେ କାହାକୁ ବୋଲ୍ଡ କରିଥାନ୍ତି ଏହାର ସାଉଣ୍ଡ ତାଙ୍କୁ ଆନନ୍ଦ ଦେଇଥାଏ। ହେଲେ ସବୁଠୁ ଅଧିକ ଆନନ୍ଦ ଦେଇଥାଏ ସଚିନ ତେନ୍ଦୁଲକରଙ୍କୁ ବୋଲ୍ଡ କରିବା ପରେ ଯେଉଁ ସାଉଣ୍ଡ ଶୁଣିବାକୁ ମିଳିଥାଏ। ଏବଂ ମ୍ୟାଚ୍ ବେଳେ ସେ ଏହି ସାଉଣ୍ଡ ଶୁଣିବାକୁ ସବୁବେଳେ ଚାହିଁଥାନ୍ତି ବୋଲି ବ୍ରେଟ୍‌ ଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଅମ୍ପାୟାରଙ୍କ ନୋ ବଲ୍ ସାଉଣ୍ଡ ତାଙ୍କୁ ଅଡୁଆରେ ପକାଇଥାଏ ଏବଂ ଏହାକୁ ସେ କେବେ ଶୁଣିବାକୁ ପସନ୍ଦ କରିନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story