ଟେଷ୍ଟ କ୍ରିକେଟରେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ଲଣ୍ଡନ: ୧୦୦ରୁ ଅଧିକ ବର୍ଷ ଧରି ଚାଲିଆସିଥିବା ଟେଷ୍ଟ କ୍ରିକେଟରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ସୀମିତ ଓଭର କ୍ରିକେଟ୍ ଭଳି କ୍ରିକେଟର ମୂଳ କୁହାଯାଉଥିବା ଟେଷ୍ଟ କ୍ରିକେଟରେ ଖେଳାଳିଙ୍କ ଜର୍ସିରେ ମଧ୍ୟ ନାମ ଓ ନମ୍ବର ଦେଖିବାକୁ ମିଳିବ। ଏହି ବଡ଼ ପରିବର୍ତ୍ତନ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ସମ୍ମାନଜନକ ଆଶେସ ସିରିଜରୁ ଆରମ୍ଭ ହେବ। Names and numbers on the back of Test shirts! 🏴󠁧󠁢󠁥󠁮󠁧󠁿🏏 pic.twitter.com/M660T2EI4Z […]

test

test

Ranjit Kumar Jena
  • Published: Tuesday, 23 July 2019
  • Updated: 23 July 2019, 04:15 PM IST

Sports

Latest News

ଲଣ୍ଡନ: ୧୦୦ରୁ ଅଧିକ ବର୍ଷ ଧରି ଚାଲିଆସିଥିବା ଟେଷ୍ଟ କ୍ରିକେଟରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ସୀମିତ ଓଭର କ୍ରିକେଟ୍ ଭଳି କ୍ରିକେଟର ମୂଳ କୁହାଯାଉଥିବା ଟେଷ୍ଟ କ୍ରିକେଟରେ ଖେଳାଳିଙ୍କ ଜର୍ସିରେ ମଧ୍ୟ ନାମ ଓ ନମ୍ବର ଦେଖିବାକୁ ମିଳିବ। ଏହି ବଡ଼ ପରିବର୍ତ୍ତନ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ସମ୍ମାନଜନକ ଆଶେସ ସିରିଜରୁ ଆରମ୍ଭ ହେବ।

ମିଳିଥିବା ଖବର ଅନୁଯାୟୀ, ଏହି ସିରିଜରେ ଖେଳାଳିଙ୍କ ଧଳା ଜର୍ସିରେ ନାମ ଓ ନମ୍ବର ଲେଖା ରହିବ। ଇଂଲଣ୍ଡ କ୍ରିକେଟ୍ ଏହାର ସୂଚନା ଦେଇଛି ଏବଂ ତା'ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଫଟୋ ମଧ୍ୟ ଶେୟାର କରିଛି। ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରେ ଦୀର୍ଘ ଦିନ ଧରି ଖେଳାଳିଙ୍କ ଜର୍ସିରେ ନାମ ଓ ନମ୍ବର ଲେଖା ହୋଇଆସୁଛି, କିନ୍ତୁ ଟେଷ୍ଟ ପୁରୁଣା ପରମ୍ପରା ହିସାବରେ ଚାଲିଆସୁଛି।

ଇଂଲଣ୍ଡ କ୍ରିକେଟର ଟ୍ୱିଟର୍ ଆକାଉଣ୍ଟରେ କ୍ୟାପଟେନ୍ ଜୋ ରୁଟଙ୍କ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରେ ତାଙ୍କ ଶାର୍ଟ ପଛରେ ନାମ ଓ ନମ୍ବର ୬୬ ଲେଖାଯାଇଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଅଷ୍ଟ୍ରେଲିଆ ଖେଳାଳିମାନେ ନାମ ଓ ନମ୍ବର ଥିବା ଜର୍ସି ପିନ୍ଧିବେ କି ନାହିଁ। କେବଳ ଇଂଲଣ୍ଡ ଖେଳାଳି ହିଁ ଏହି ନୂଆ ଜର୍ସି ପରିଧାନ କରିବେ।

ଏହା ପୂର୍ବରୁ ରିପୋର୍ଟ ଆସିଥିଲା ଯେ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଆଶେସ୍ ସିରିଜରେ କ୍ରିକେଟ୍ କିଟର ମର୍ଡନ ରୂପ ଦେଖିବାକୁ ମିଳିପାରେ। ସୋଶାଲ ମିଡିଆରେ କିଛି ପ୍ରଶଂସକଙ୍କୁ ଟେଷ୍ଟ କ୍ରିକେଟରେ ହେବାକୁଥିବା ଏହି ପରିବର୍ତ୍ତନକୁ ପସନ୍ଦ କରିନାହାନ୍ତି।

ସୂଚନାଯୋଗ୍ୟ, ବିଶ୍ୱକପ୍ ବିଜେତା ଇଂଲଣ୍ଡ ଆଗାମୀ ଅଗଷ୍ଟ ୧ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ଖେଳିବ। ଏହା ପୂର୍ବରୁ ୨୪ ତାରିଖରୁ ଲର୍ଡ୍ସ ମଇଦାନରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ। ଆଇସିସିର ପୂର୍ଣ୍ଣ ସଦସ୍ୟତା ପାଇବା ପରେ ଆୟର୍ଲ୍ୟାଣ୍ଡର ଏହା ଦ୍ୱିତୀୟ ଓଭରଅଲ୍ ଟେଷ୍ଟ ମ୍ୟାଚ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story