ଧୋନିଙ୍କୁ ବାଦ୍ ନେଇ ଏମିତି କହିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ: ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଗୁରୁବାର ଚୟନକର୍ତ୍ତା ଭାରତୀୟ ଟିମର ଘୋଷଣା କରିଛି। ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ୱିକେଟକିପର ମହେନ୍ଦ୍ର ସିଂହଙ୍କୁ ଏହି ଟିମରେ ସାମିଲ୍ କରାଯାଇନାହିଁ। ତେବେ ଧୋନିଙ୍କୁ ବାଦ୍ ଦେବା ନେଇ ଏବେ କ୍ରିକେଟ୍ ବିଶେଷଜ୍ଞମାନେ ବିଭିନ୍ନ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି। କିଛି କହୁଛନ୍ତି ଧୋନିଙ୍କୁ ଅଣଦେଖା କରାଯାଇଛି ଏବଂ କିଛି ଲୋକଙ୍କ ମତରେ ଧୋନିଙ୍କୁ ବିଦାୟ ଦେବାର ସମୟ ଆସିଯାଇଛି । ତେବେ ଏସବୁ […]

dhoni

dhoni

Ranjit Kumar Jena
  • Published: Friday, 30 August 2019
  • Updated: 30 August 2019, 06:12 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଗୁରୁବାର ଚୟନକର୍ତ୍ତା ଭାରତୀୟ ଟିମର ଘୋଷଣା କରିଛି। ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ୱିକେଟକିପର ମହେନ୍ଦ୍ର ସିଂହଙ୍କୁ ଏହି ଟିମରେ ସାମିଲ୍ କରାଯାଇନାହିଁ। ତେବେ ଧୋନିଙ୍କୁ ବାଦ୍ ଦେବା ନେଇ ଏବେ କ୍ରିକେଟ୍ ବିଶେଷଜ୍ଞମାନେ ବିଭିନ୍ନ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି। କିଛି କହୁଛନ୍ତି ଧୋନିଙ୍କୁ ଅଣଦେଖା କରାଯାଇଛି ଏବଂ କିଛି ଲୋକଙ୍କ ମତରେ ଧୋନିଙ୍କୁ ବିଦାୟ ଦେବାର ସମୟ ଆସିଯାଇଛି ।

ତେବେ ଏସବୁ ବିବାଦର ଅନ୍ତ ଘଟାଇ ଜଣେ ଜାତୀୟ ଚୟନକର୍ତ୍ତା କହିଛନ୍ତି, "ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମକୁ ପ୍ରସ୍ତୁତ କରିବା ପାଇଁ ଧୋନି ସମୟ ମାଗିଛନ୍ତି। ଧୋନି ପ୍ରତିଶ୍ରୁତି ଦେଇଛନ୍ତି, ଯେତେବେଳେ ଟିମର ଭବିଷ୍ୟତ ସୁରକ୍ଷିତ ହାତରେ ରହିବ, ସେତେବେଳେ ହିଁ ନିଜ କ୍ୟାରିୟର ଉପରେ ନିଷ୍ପତ୍ତି ନେବେ। ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଧୋନିଙ୍କୁ ଟିମରେ ସ୍ଥାନ ନମିଳିବା ନେଇ ନିୟମିତ ଚର୍ଚ୍ଚା ହେଉଛି। ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ଧୋନି କେବେବି ଆମ ସହ ଅବସର କଥା ଆଲୋଚନା କରିନାହାନ୍ତି। ଏହାଛଡ଼ା ଧୋନିଙ୍କୁ ଅଣଦେଖା କରିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ। ଧୋନି ଆମକୁ ଭବିଷ୍ୟତ ପାଇଁ ସମୟ ଦେଇଛନ୍ତି, ଯଦ୍ଦ୍ୱାରା ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଯୋଜନା ପ୍ରସ୍ତୁତି କରିପାରିବୁ।"

ଚୟନକର୍ତ୍ତା ଆହୁରି କହିଛନ୍ତି ଯେ, " ଦିନିକିଆ ବିଶ୍ୱକପ୍ ପରେ ଧୋନି ନିଜ ଭବିଷ୍ୟତକୁ ନେଇ ଆମକୁ କିଛି ବି କହି ନାହାନ୍ତି। ସେ କେବଳ କ୍ରିକେଟରୁ ଦୁଇମାସ ବ୍ରେକ୍ ପାଇଁ ଆମକୁ ସମୟ ମାଗିଛନ୍ତି। ଯଦିଓ ପନ୍ତ କୌଣସି କାରଣବଶତ ଆହତ ହୁଅନ୍ତି, ତାହେଲେ ଆମେ ଧୋନିଙ୍କ ବିନା ଟି-୨୦ ବିଶ୍ୱକପ୍ କଥା ଭାବିପାରୁବୁନି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story