ଡ୍ର ଅଭିମୁଖେ ଭାରତ-ଦକ୍ଷିଣ ଆଫ୍ରିକା ବେଙ୍ଗାଲୁରୁ ଟେଷ୍ଟ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ତୃତୀୟ ଦିନ। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଦିନ ପରି ତୃତୀୟ ଦିନର ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି। ବର୍ଷା ଯୋଗୁଁ ଆଜି ଆଦୌ ଖେଳ ହୋଇପାରି ନ ଥିଲା। ଏପରି ସ୍ଥିତିରେ ଏହି ମ୍ୟାଚ୍ ଡ୍ର ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ହାତରେ ଦୁଇ ଦିନ ରହିଛି, ମାତ୍ର ବର୍ଷା ଯୋଗୁଁ ବାକି ଦୁଇ ଦିନର ଖେଳ ହେବା […]

ind-vs-SA-2nd-test

ind-vs-SA-2nd-test

Rakesh Mallick
  • Published: Monday, 16 November 2015
  • Updated: 16 November 2015, 11:55 AM IST

Sports

Latest News

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ତୃତୀୟ ଦିନ। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଦିନ ପରି ତୃତୀୟ ଦିନର ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି। ବର୍ଷା ଯୋଗୁଁ ଆଜି ଆଦୌ ଖେଳ ହୋଇପାରି ନ ଥିଲା। ଏପରି ସ୍ଥିତିରେ ଏହି ମ୍ୟାଚ୍ ଡ୍ର ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ହାତରେ ଦୁଇ ଦିନ ରହିଛି, ମାତ୍ର ବର୍ଷା ଯୋଗୁଁ ବାକି ଦୁଇ ଦିନର ଖେଳ ହେବା ଆଶା ମଧ୍ୟ କ୍ଷୀଣ ରହିଛି।

ଟେଷ୍ଟର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୨୧୪ ରନରେ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଆ ଆଫ୍ରିକା ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଏ.ବି ଡିଭିଲିୟର୍ସ ସର୍ବାଧିକ ୮୫ ରନ୍ କରିଥିବା ବେଳେ ଡିନ୍ ଏଲଗାର୍ ୩୮ ଓ ମୋର୍ନି ମୋରକେଲ୍ ୨୨ ରନ୍ କରିଥିଲେ। ଭାରତ ପକ୍ଷରୁ ଉଭୟ ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନ ଚାରିଟି ଲେଖାଏଁ ୱିକେଟ ହାସଲ କରିଥିଲେ। ବରୁଣ ଏରୋନ ଗୋଟିଏ ୱିକେଟ୍ ନେଇଥିଲେ।

ଭାରତ ପ୍ରଥମ ଇନିଂସରେ ବିନା ୱିକେଟ ହରାଇ ୮୦ ରନ୍ କରିଥିଲା। ଶିଖର ଧାୱନ ୪୫ ଓ ମୁରଲୀ ବିଜୟ ୨୮ ରନ୍ କରି ଅପରାଜିତ ଅଛନ୍ତି। ଦଳ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାଠାରୁ ୧୩୪ ରନ୍ ପଛରେ ରହିଛି। ମୋହାଲି ଟେଷ୍ଟରେ ସ୍ପିନରଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମକୁ ୧୦୮ରନରେ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story