ମାତ୍ର ୧୩ ବର୍ଷ ବୟସରେ ଆତ୍ମହତ୍ୟା ଯୋଜନା କରିଥିଲେ ଏହି ଖେଳାଳି: ବର୍ତ୍ତମାନ ଭାରତର ଷ୍ଟାର କ୍ରିକେଟର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାତ୍ର ୧୯ ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଷ୍ଟାର ପାଲଟିଯାଇଥିବା ଏହି କ୍ରିକେଟର୍ ଏବେ ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର୍‌ଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ସେତେବେଳେ ସେ ଆତ୍ମହତ୍ୟା କରିବାକୁ ମନ ବଳାଇଥିଲେ। ଏହି କ୍ରିକେଟର ହେଉଛନ୍ତି ଟିମ୍‌ ଇଣ୍ଡିଆର ଚାଇନା ମ୍ୟାନ୍‌ କୁଲଦୀପ ଯାଦବ। ୧୫ ବର୍ଷରୁ କମ ଟିମ୍‌ରେ ତାଙ୍କୁ ସିଲେକ୍ସନ୍‌ କରାନଯିବାରୁ […]

kulddep-1_1510552999

kulddep-1_1510552999

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 08:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାତ୍ର ୧୯ ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଷ୍ଟାର ପାଲଟିଯାଇଥିବା ଏହି କ୍ରିକେଟର୍ ଏବେ ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର୍‌ଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ସେତେବେଳେ ସେ ଆତ୍ମହତ୍ୟା କରିବାକୁ ମନ ବଳାଇଥିଲେ। ଏହି କ୍ରିକେଟର ହେଉଛନ୍ତି ଟିମ୍‌ ଇଣ୍ଡିଆର ଚାଇନା ମ୍ୟାନ୍‌ କୁଲଦୀପ ଯାଦବ। ୧୫ ବର୍ଷରୁ କମ ଟିମ୍‌ରେ ତାଙ୍କୁ ସିଲେକ୍ସନ୍‌ କରାନଯିବାରୁ ସେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ। ସେ ଏକ ଇଣ୍ଟର୍ଭ୍ୟୁରେ ଏହାର ଖୁଲାସା କରିଛନ୍ତି।

କୁଲଦୀପ କହିଛନ୍ତି ୟୁପି ଅଣ୍ଡର-୧୫ ଦଳରେ ସିଲେକ୍ସନ ପାଇଁ ସେ ବହୁତ ପରିଶ୍ରମ କରିଥିଲେ ମଧ୍ୟ ତାଙ୍କୁ ସିଲେକ୍ସନ କରାଯାଇନଥିଲା। ସେ କହିଛନ୍ତି ପିତାଙ୍କ କାରଣରୁ ସେ କ୍ରିକେଟ୍‌କୁ ଗୁରୁତ୍ୱ ଦେଇଥିଲେ। ସେ ପ୍ରଥମରୁ ଫାଷ୍ଟ ବୋଲର ହେବାକୁ ଚିନ୍ତା କରିଥିବା ବେଳେ ତାଙ୍କ କୋଚ କିନ୍ତୁ ତାଙ୍କୁ ସ୍ପିନର ପାଇଁ ଫୋର୍ସ କରିଥିଲେ। ଆଜି  ଯେଉଁ ଶୈଳୀରେ ସେ ବୋଲିଂ କରୁଛନ୍ତି ପ୍ରଥମରୁ କୋଚ ଏଥିପାଇଁ ତାଙ୍କୁ କୋଚିଂ ଦେଇଆସିଥିବା କୁଲଦୀପ କହିଛନ୍ତି। କୁଲଦୀପ ଅଣ୍ଡର-୧୯ ବିଶ୍ୱକପରେ ଭାରତରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଏବଂ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି। କୁଲଦୀପ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏବଂ  କୋଲକାତର ଇଡେନ ଗାର୍ଡେନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ସେ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇ ସମସ୍ତଙ୍କୁ ଚକିତ କରିଥିଲେ। ସେ ଭାରତର ତୃତୀୟ ବୋଲର ଭାବେ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ କପିଲ ଦେବ ଓ ଚେତନ ଶର୍ମା ଦିନିକିଆରେ ହ୍ୟାଟ୍ରିକ୍‌ ନେଇଥିଲେ।

ଆହୁରି ମଧ୍ୟ ପଢନ୍ତୁ: KBC ଫାଇନାଲରେ କାହିଁକି କାନ୍ଦିଲେ ଯୁବରାଜ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story