ଏମିତି କଲେ ଗୋଲ୍‌ ଗୋଲ୍‌କିପର୍ ଆବାକାବା, ଦେଖନ୍ତୁ ଭିଡିଓ

(ଓଡ଼ିଶା ରିପୋର୍ଟର): ପେନାଲ୍ଟି କିକ୍‌ ଭାଗ୍ୟରେ ଅନେକ ଥର ଆସେ। କିନ୍ତୁ ରୁଷ୍‌ର ଫୁଟବଲ୍‌ କ୍ଲବ୍‌ ରୁବିନ୍‌ କାଜାନ୍‌ର ଜଣେ ଯୁବ ଖେଳାଳି ପେନାଲ୍ଟି କିକ୍‌ର ଏମିତି ଫାଇଦା ନେଲେ ଯେ ବିପକ୍ଷ ଦଳର ଗୋଲ୍‌କିପରଙ୍କ ସମେତ ଉପସ୍ଥିତ ସମସ୍ତ ଖେଳାଳି ଆଶ୍ଚର୍ଯ୍ୟ ହୋଇଗଲେ। ଏକ ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ଲିଗ୍‌ ମ୍ୟାଚ୍‌ରେ ନୋରିକ୍‌ ଆଭ୍‌ଡଲ୍ୟାନ୍ ଏମିତି କାରନାମା ଦେଖାଇଥିଲେ। ଏନେଇ ଭାଇରାଲ୍‌ ହୋଇଥିବା ଏକ ଭିଡିଓରୁ ଜଣାପଡ଼ୁଛି ପେନାଲ୍ଟି କିକ୍‌ ପାଇଁ ସମସ୍ତେ ସଜାଗ। କିନ୍ତୁ କେହି […]

this-somersault-penalty-kic

this-somersault-penalty-kic

Hemant Lenka
  • Published: Monday, 08 October 2018
  • Updated: 08 October 2018, 10:18 PM IST

Sports

Latest News

(ଓଡ଼ିଶା ରିପୋର୍ଟର): ପେନାଲ୍ଟି କିକ୍‌ ଭାଗ୍ୟରେ ଅନେକ ଥର ଆସେ। କିନ୍ତୁ ରୁଷ୍‌ର ଫୁଟବଲ୍‌ କ୍ଲବ୍‌ ରୁବିନ୍‌ କାଜାନ୍‌ର ଜଣେ ଯୁବ ଖେଳାଳି ପେନାଲ୍ଟି କିକ୍‌ର ଏମିତି ଫାଇଦା ନେଲେ ଯେ ବିପକ୍ଷ ଦଳର ଗୋଲ୍‌କିପରଙ୍କ ସମେତ ଉପସ୍ଥିତ ସମସ୍ତ ଖେଳାଳି ଆଶ୍ଚର୍ଯ୍ୟ ହୋଇଗଲେ।

ଏକ ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ଲିଗ୍‌ ମ୍ୟାଚ୍‌ରେ ନୋରିକ୍‌ ଆଭ୍‌ଡଲ୍ୟାନ୍ ଏମିତି କାରନାମା ଦେଖାଇଥିଲେ। ଏନେଇ ଭାଇରାଲ୍‌ ହୋଇଥିବା ଏକ ଭିଡିଓରୁ ଜଣାପଡ଼ୁଛି ପେନାଲ୍ଟି କିକ୍‌ ପାଇଁ ସମସ୍ତେ ସଜାଗ। କିନ୍ତୁ କେହି କିଛି ବୁଝିବା ଆଗରୁ ବଲ୍‌କୁ ଷ୍ଟ୍ରାଇକ୍‌ କରି ପଛୁଆ ମାଙ୍କଡ଼ଚିତ୍‌ ମାରିଥିଲେ ନୋରିକ୍‌। ଗୋଲ୍‌କିପର ଜଳକା ହୋଇ ଚାହିଁଥିବାବେଳେ ବଲ୍‌ ଯାଇ ପହଞ୍ଚିଥିଲା ସିଧା ଗୋଲ୍‌ପୋଷ୍ଟରେ। ବଲ୍‌ଟି ଗୋଲ୍‌ପୋଷ୍ଟର କର୍ଣ୍ଣର ଅଞ୍ଚଳରେ ଯାଇଥିବାରୁ ଗୋଲ୍‌କିପରଙ୍କ ପାଇଁ ବୁଝିବା ବାହାରେ ଥିବା ତାଙ୍କ ପ୍ରତିକ୍ରିୟାରୁ ଜଣାଯାଉଛି।

ଦେଖନ୍ତୁ ଏହି ମଜାଦାର ଭିଡିଓ.....
https://www.youtube.com/watch?utm_campaign=fullarticle&v=dYtsQ0QFWxE&utm_medium=referral&utm_source=inshorts

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story