(ଓଡ଼ିଶା ରିପୋର୍ଟର): ପେନାଲ୍ଟି କିକ୍ ଭାଗ୍ୟରେ ଅନେକ ଥର ଆସେ। କିନ୍ତୁ ରୁଷ୍ର ଫୁଟବଲ୍ କ୍ଲବ୍ ରୁବିନ୍ କାଜାନ୍ର ଜଣେ ଯୁବ ଖେଳାଳି ପେନାଲ୍ଟି କିକ୍ର ଏମିତି ଫାଇଦା ନେଲେ ଯେ ବିପକ୍ଷ ଦଳର ଗୋଲ୍କିପରଙ୍କ ସମେତ ଉପସ୍ଥିତ ସମସ୍ତ ଖେଳାଳି ଆଶ୍ଚର୍ଯ୍ୟ ହୋଇଗଲେ।
ଏକ ନ୍ୟାସନାଲ୍ ଷ୍ଟୁଡେଣ୍ଟ ଲିଗ୍ ମ୍ୟାଚ୍ରେ ନୋରିକ୍ ଆଭ୍ଡଲ୍ୟାନ୍ ଏମିତି କାରନାମା ଦେଖାଇଥିଲେ। ଏନେଇ ଭାଇରାଲ୍ ହୋଇଥିବା ଏକ ଭିଡିଓରୁ ଜଣାପଡ଼ୁଛି ପେନାଲ୍ଟି କିକ୍ ପାଇଁ ସମସ୍ତେ ସଜାଗ। କିନ୍ତୁ କେହି କିଛି ବୁଝିବା ଆଗରୁ ବଲ୍କୁ ଷ୍ଟ୍ରାଇକ୍ କରି ପଛୁଆ ମାଙ୍କଡ଼ଚିତ୍ ମାରିଥିଲେ ନୋରିକ୍। ଗୋଲ୍କିପର ଜଳକା ହୋଇ ଚାହିଁଥିବାବେଳେ ବଲ୍ ଯାଇ ପହଞ୍ଚିଥିଲା ସିଧା ଗୋଲ୍ପୋଷ୍ଟରେ। ବଲ୍ଟି ଗୋଲ୍ପୋଷ୍ଟର କର୍ଣ୍ଣର ଅଞ୍ଚଳରେ ଯାଇଥିବାରୁ ଗୋଲ୍କିପରଙ୍କ ପାଇଁ ବୁଝିବା ବାହାରେ ଥିବା ତାଙ୍କ ପ୍ରତିକ୍ରିୟାରୁ ଜଣାଯାଉଛି।
ଦେଖନ୍ତୁ ଏହି ମଜାଦାର ଭିଡିଓ.....
https://www.youtube.com/watch?utm_campaign=fullarticle&v=dYtsQ0QFWxE&utm_medium=referral&utm_source=inshorts
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।