କୋଲକାତାରେ ରାସ୍ତାଘାଟ ଶୂନଶାନ୍ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଗାଙ୍ଗୁଲି

କୋଲକାତା: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ପଶ୍ଚିମବଙ୍ଗରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନିବାସୀ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ସହରର ରାସ୍ତାଘାଟରେ ଏଭଳି ଶୂନଶାନ୍ ଦୃଶ୍ୟ ଦେଖି ଚକିତ ହୋଇପଡ଼ିଛନ୍ତି। Never thought would see my city like this .. stay safe .. this will change soon for the better …love and affection […]

ganguly

ganguly

Ranjit Kumar Jena
  • Published: Tuesday, 24 March 2020
  • Updated: 24 March 2020, 06:44 PM IST

Sports

Latest News

କୋଲକାତା: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ପଶ୍ଚିମବଙ୍ଗରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ନିବାସୀ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ସହରର ରାସ୍ତାଘାଟରେ ଏଭଳି ଶୂନଶାନ୍ ଦୃଶ୍ୟ ଦେଖି ଚକିତ ହୋଇପଡ଼ିଛନ୍ତି।

ଗାଙ୍ଗୁଲି କୋଲକାତାର କିଛି ଫଟୋ ନିଜର ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି। ଗାଙ୍ଗୁଲି କହିଛନ୍ତି, କେବେ ଭାବିନଥିଲି ଯେ ନିଜ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ। ରାସ୍ତାରେ ଜଣେ ବି ମଣିଷକୁ ଦେଖିବାକୁ ମିଳିନାହିଁ। ସମସ୍ତେ ସୁରକ୍ଷିତ ରୁହନ୍ତୁ, ଆଶା କରୁଛି ସବୁକିଛି ଠିକଠାକ୍ ହୋଇଯିବ। ସମସ୍ତଙ୍କୁ ମୋର ଭଲପାଇବା।

କରୋନା ଭାଇରସ୍ ଯୋଗୁ ଲକଡାଉନରେ ସବୁ ଲୋକ ନିଜ ଘରେ ରହୁଛନ୍ତି ଏବଂ ଯେଉଁମାନେ ବାହାରକୁ ବାହାରୁଛନ୍ତି, ପୁଲିସ୍ ସେମାନଙ୍କୁ ଫେରାଇ ଦେଉଛି। କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ କ୍ରୀଡ଼ାର ଆୟୋଜନକୁ ସ୍ଥଗିତ କରିଦିଆଯାଇଛି। ଭାରତରେ ମଧ୍ୟ ସବୁ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲ କରାଯାଇଛି। ଏହି ମହାମାରୀ ଯଦି କମ୍ ନହୁଏ, ତାହେଲେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ବାତିଲ୍ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story