ହକି ୱାର୍ଲ୍ଡ ଲିଗ୍‌ ପାଇଁ ଅନଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ: ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫୦ ଓ ୱେଷ୍ଟ ଷ୍ଟାଣ୍ଡ ୨୫୦ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ୱାର୍ଲ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ୍ ଏହି ୱେବସାଇଟ୍ ticketgenie.in ରେ ଉପଲବ୍ଧ ରହିଛି। ଷ୍ଟାଡିୟମର ଇଷ୍ଟ ଷ୍ଟାଣ୍ଡ ଏବଂ ୱେଷ୍ଟ ଷ୍ଟାଣ୍ଡ ପାଇଁ ଏହି ଟିକେଟ୍ ବିକ୍ରି ହେଉଛି। ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 10:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ୱାର୍ଲ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ୍ ଏହି ୱେବସାଇଟ୍ ticketgenie.in ରେ ଉପଲବ୍ଧ ରହିଛି। ଷ୍ଟାଡିୟମର ଇଷ୍ଟ ଷ୍ଟାଣ୍ଡ ଏବଂ ୱେଷ୍ଟ ଷ୍ଟାଣ୍ଡ ପାଇଁ ଏହି ଟିକେଟ୍ ବିକ୍ରି ହେଉଛି। ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ ମୂଲ୍ୟ ୫୦ ଟଙ୍କା  ଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ ଲାଗି ୨୫୦ ଟଙ୍କା  ରହିଛି।  ଆୟୋଜକ ଭାରତ ସମେତ ବିଶ୍ୱର ୮ଟି ଟପ୍ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos