ଫିଫା ବିଶ୍ୱକପ ଠାରୁ ଅଧିକ ଦାମୀ ଏହି ଟିମ୍ ଇଲେଭେନ୍‌: ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ଆକାଶ ଛୁଆଁ

ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ୱକପ। ଜୁନ ୧୪ରୁ ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତି ଋଷ୍‌ ଠାରେ ଏହି ପ୍ରତିଯୋଗିତା ଖେଳାଯିବ। ଯେଉଁଥିରେ ବିଶ୍ୱର ବଛାବଛା ୩୨ଟି ଦଳଙ୍କ ମଧ୍ୟରେ ହେବ ଟକ୍କର। ଏହି ପ୍ରତିଯୋଗିତା ପାଇଁ ମୋଟ ୭୯୧ ମିଲିୟନ ଡଲାର ପୁରସ୍କାର ରାଶି ରହିଛି। ଯାହା ୨୦୧୪ ବିଶ୍ୱକପରେ ଖର୍ଚ୍ଚ ହୋଇଥିବାପ ପୁରସ୍କାର ରାଶି ଠାରୁ ୪୦ ପ୍ରତିଶତ ଅଧିକ। ପୁରସ୍କାର ରାଶିରେ ୨୦୧୮ ଫିଫା ବିଶ୍ୱକପ […]

555_1528450304_618x347

555_1528450304_618x347

Rakesh Mallick
  • Published: Friday, 08 June 2018
  • Updated: 08 June 2018, 05:30 PM IST

Sports

Latest News

ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ୱକପ। ଜୁନ ୧୪ରୁ ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତି ଋଷ୍‌ ଠାରେ ଏହି ପ୍ରତିଯୋଗିତା ଖେଳାଯିବ। ଯେଉଁଥିରେ ବିଶ୍ୱର ବଛାବଛା ୩୨ଟି ଦଳଙ୍କ ମଧ୍ୟରେ ହେବ ଟକ୍କର।

ଏହି ପ୍ରତିଯୋଗିତା ପାଇଁ ମୋଟ ୭୯୧ ମିଲିୟନ ଡଲାର ପୁରସ୍କାର ରାଶି ରହିଛି। ଯାହା ୨୦୧୪ ବିଶ୍ୱକପରେ ଖର୍ଚ୍ଚ ହୋଇଥିବାପ ପୁରସ୍କାର ରାଶି ଠାରୁ ୪୦ ପ୍ରତିଶତ ଅଧିକ। ପୁରସ୍କାର ରାଶିରେ ୨୦୧୮ ଫିଫା ବିଶ୍ୱକପ ଏଥର ସବୁ ରେକର୍ଡ ଭାଙ୍ଗିଦେବ। ତଥାପି ଫୁଟବଲ୍ ଦୁନିଆରେ ୧୧ ଏମିତି ନାଁ ଅଛି ଯାହାଙ୍କ ମାର୍କେଟ୍‌ ଭାଲ୍ୟୁ ବହୁ ଆଗରେ। ଫୁଟବଲ୍‌ ଏବେ ବିଶ୍ୱର ସବୁଠୁ ମହଙ୍ଗା ଖେଳ ପାଲଟିଛି।

ଯଦିଓ ଫିଫା ବିଶ୍ୱକପରେ ପୁରସ୍କାର ରାଶି ୪୦ ପ୍ରତିଶତ ବୃଦ୍ଧି ହୋଇଛି ତଥାପି ଏହି ପ୍ରତିଯୋଗିତାକୁ ଖେଳିବାକୁ ଆସିଥିବା ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ମାର୍କେଟ ଭାଲ୍ୟୁ ଫିଫା ବିଶ୍ୱକପ ପୁରସ୍କାର ରାଶି ଠାରୁ ଢ଼େର୍‌ ଅଧିକ। ଏହି ୧୧ ଜଣ ଖେଳାଳିଙ୍କୁ ଯଦି ନଜରକୁ ନିଆଯାଏ ତେବେ ଏମାନଙ୍କ ମାର୍କେଟ୍‌ ଭାଲ୍ୟୁ ୧୧୫୦ ମିଲିୟନ ଡଲାର ହେବ।

ଆସନ୍ତୁ ଜାଣିବା ବିଶ୍ୱର ଶ୍ରେଷ୍ଠ ୧୧ଜଣ ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ସମ୍ପର୍କରେ

୧- ଲିଓନେଲ୍‌ ମେସି: ଆର୍ଜେଣ୍ଟିନା ଦଳର ଏହି ମହାନ ଫୁଟବଲ୍‌ ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ୧୮୦ ମିଲିୟନ ୟୁରୋ।

୨-ନେମାର: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ମାର୍କେଟ୍‌ ଭାଲ୍ୟୁ ମଧ୍ୟ ୧୮୦ ମିଲିୟନ ୟୁରୋ।

୩- ହ୍ୟାରି କେନ୍‌: ଇଂଲଣ୍ଡର ଅଧିନା ହ୍ୟାରିଙ୍କ ମାର୍କେଟ୍‌ ଭାଲ୍ୟୁ ୧୫୦ ମିଲିୟନ ୟୁରୋ।

୪- କେଭିନ୍‌ ଡେ ବ୍ରୁନେ: ବେଲଜିୟମର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ମଧ୍ୟ ୧୫୦ ମିଲିୟନ ୟୁରୋ।

୫- ପଲ୍‌ ପୋଗ୍‌ବା: ଫ୍ରାନ୍ସର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ୯୦ ମିଲିୟନ ୟୁରୋ।

୬- ଟୋନୀ କ୍ରୋସ: ଜର୍ମାନୀର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ୮୦ମିଲିୟନ ୟୁରୋ।

୭- ରାଫେଲ ବରାନେ: ଫ୍ରାନ୍ସର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ମଧ୍ୟ ମିଲିୟନ ୟୁରୋ।

୮-ଡେଭିଡ୍‌: ସ୍ପେନ୍‌ର ଗୋଲ୍‌କିପରଙ୍କ ମାର୍କେଟ୍‌ ଭାଲ୍ୟୁ ମଧ୍ୟ ୭୦ ମିଲିୟନ ୟୁରୋ।

୯- ମାର୍ସେଲୋ: ବ୍ରାଜିଲର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ୬୦ ମିଲିୟନ ୟୁରୋ।  

୧୦- ମେଟ୍‌ ହ୍ୟୁମେଲ୍ସ: ଜର୍ମାନୀର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ମଧ୍ୟ ୬୦ ମିଲିୟନ ୟୁରୋ।      

୧୧- ଡାନି କର୍ବାଜଲ୍‌:  ସ୍ପେନ୍‌ର ଏହି ଷ୍ଟାର ଖେଳାଳିଙ୍କ ମାର୍କେଟ୍‌ ଭାଲ୍ୟୁ ମଧ୍ୟ ୬୦ ମିଲିୟନ ୟୁରୋ।      

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story