ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଅପରାହ୍ନ ସାଢ଼େ ଗୋଟାଏରୁ ଏହି ମ୍ୟାଚ୍ ଖେଳାଯିବ। ଆଜି ବର୍ଷା ମ୍ୟାଚ୍‌ରେ ବାଧା ଉପୁଜାଇ ପାରେ। କାରଣ ପାଣିପାଗ ବିଭାଗ ପକ୍ଷରୁ ଆଜି ଏଠାର ବର୍ଷା ହୋଇପାରେ ବୋଲି କୁହାଯାଇଛି। ପୂର୍ବରୁ ତିନିଟି ମ୍ୟାଚ ଜିତି ଭାରତ ସିରିଜ କବଜା କରିସାରିଛି।  ଚତୁର୍ଥ ଦିନିକିଆ ଜିତି ଟିମ୍‌ ଇଣ୍ଡିଆ ଆଇସିସି ରାଙ୍କିଙ୍ଗରେ ଶ୍ରେଷ୍ଠସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍ ଜିତିଲେ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 04:15 AM IST

Sports

Latest News

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଅପରାହ୍ନ ସାଢ଼େ ଗୋଟାଏରୁ ଏହି ମ୍ୟାଚ୍ ଖେଳାଯିବ। ଆଜି ବର୍ଷା ମ୍ୟାଚ୍‌ରେ ବାଧା ଉପୁଜାଇ ପାରେ। କାରଣ ପାଣିପାଗ ବିଭାଗ ପକ୍ଷରୁ ଆଜି ଏଠାର ବର୍ଷା ହୋଇପାରେ ବୋଲି କୁହାଯାଇଛି।

ପୂର୍ବରୁ ତିନିଟି ମ୍ୟାଚ ଜିତି ଭାରତ ସିରିଜ କବଜା କରିସାରିଛି।  ଚତୁର୍ଥ ଦିନିକିଆ ଜିତି ଟିମ୍‌ ଇଣ୍ଡିଆ ଆଇସିସି ରାଙ୍କିଙ୍ଗରେ ଶ୍ରେଷ୍ଠସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍ ଜିତିଲେ ଭାରତ ପ୍ରଥମ ଥର ପାଇଁ ଲଗାତାର ୧୦ଟି ଦିନିକିଆ ମ୍ୟାଚ୍ ଜିତିବାର ରେକର୍ଡ କରିବ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଦେଶଗୁଡ଼ିକ ନାଁରେ ରହିଛି।

ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୫ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story