ଟୋକିଓର ପ୍ରଭାବ ପ୍ୟାରିସ୍ ଅଲିମ୍ପିକ୍ସ ଉପରେ ପଡ଼ିବନି

ପ୍ୟାରିସ୍‌: କରୋନାଭାଇଣସ୍ ସଂକ୍ରମଣ ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ କରିଦିଆଯାଇଛି। ଏହାର ପ୍ରଭାବ ପ୍ୟାରିସରେ ହେବାକୁଥିବା ୨୦୨୪ ଅଲିମ୍ପିକ୍ସ ଉପରେ ପଡ଼ିବ ନାହିଁ ବୋଲି ଆୟୋଜକ କମିଟିର ମୁଖ୍ୟ ଟୋନୀ ଏସ୍ତାନଗୁତ୍ ସୂଚନା ଦେଇଛନ୍ତି। ମଙ୍ଗଳବାର ଆଇଓସି ଅଧ୍ୟକ୍ଷ ଥୋସାମ ବାକ୍ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଫୋନ୍ ଯୋଗେ କଥା ହୋଇ ଟୋକିଓ ଅଲିମ୍ପିକ୍ସକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍ତାନଗୁତ୍ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା ଏହାର […]

paris

paris

Ranjit Kumar Jena
  • Published: Wednesday, 25 March 2020
  • Updated: 25 March 2020, 08:41 PM IST

ପ୍ୟାରିସ୍‌: କରୋନାଭାଇଣସ୍ ସଂକ୍ରମଣ ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ କରିଦିଆଯାଇଛି। ଏହାର ପ୍ରଭାବ ପ୍ୟାରିସରେ ହେବାକୁଥିବା ୨୦୨୪ ଅଲିମ୍ପିକ୍ସ ଉପରେ ପଡ଼ିବ ନାହିଁ ବୋଲି ଆୟୋଜକ କମିଟିର ମୁଖ୍ୟ ଟୋନୀ ଏସ୍ତାନଗୁତ୍ ସୂଚନା ଦେଇଛନ୍ତି। ମଙ୍ଗଳବାର ଆଇଓସି ଅଧ୍ୟକ୍ଷ ଥୋସାମ ବାକ୍ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସହ ଫୋନ୍ ଯୋଗେ କଥା ହୋଇ ଟୋକିଓ ଅଲିମ୍ପିକ୍ସକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏସ୍ତାନଗୁତ୍ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ୱାରା ଏହାର ପ୍ରଭାବ ପ୍ୟାରିସ୍ କ୍ରୀଡ଼ା ଉପରେ ପଡ଼ିବ ନାହିଁ ଏବଂ ଟୋକିଓ ଅଲିମ୍ପିକ୍ସର ତିନିବର୍ଷ ପରେ ହିଁ ନୂଆ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବ। ମୋ ମତରେ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ କରିବା ନେଇ ହୋଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ।

ଆମେ ୨୦୨୪ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଛୁ ଏବଂ ଟୋକିଓ କ୍ରୀଡ଼ାର ପ୍ରଭାବ ଏହା ଉପରେ ପଡ଼ିବ ନାହିଁ। ସବୁସ୍ଥାନରେ ପରିସ୍ଥିତିରେ ଭିନ୍ନ ରହିଛି। ତା'ଛଡ଼ା ଆମ ହାତରେ ଆହୁରି ୪ ବର୍ଷର ସମୟ ରହିଛି ଏବଂ ସେତେବେଳକୁ ସ୍ଥିତିରେ ନିଶ୍ଚୟ ସୁଧାର ଆସିଥିବ ବୋଲି ମୋର ବିଶ୍ୱାସ । ତେଣୁ ଆମେ ନିଜ ସିଡ୍ୟୁଲ୍ ହିସାବରେ କାମ ଜାରି ରଖିଛୁ ବୋଲି ଏସ୍ତାନଗୁତ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story