ଟୋକିଓ ଅଲିମ୍ପିକ୍ସ ମେଡାଲ୍ ଡିଜାଇନ୍ ଉନ୍ମୋଚିତ

ଟୋକିଓ: ଏସିଆ ମହାଦ୍ୱୀପରେ ୧୨ ବର୍ଷ ପରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଏହି ଖେଳ ମହାକୁମ୍ଭର ଉଦଘାଟନୀ ସମାରୋହର ଠିକ୍ ବର୍ଷକ ପୂର୍ବରୁ ବୁଧବାର ଏଠାରେ ପ୍ରଥମଥର ପାଇଁ ଏହାର ଗୋଲ୍ଡ, ସିଲଭର୍ ଏବଂ ବ୍ରୋଞ୍ଜ ମେଡାଲ୍ ସାର୍ବଜନୀନ ଭାବେ ପ୍ରଦର୍ଶିତ କରାଯାଇଛି। ଏହି ମେଡାଲର ଓଜନ ୫୫୬ ଏବଂ ୪୫୦ ଗ୍ରାମ୍ ଭିତରେ ରହିଛି। ଜାପାନର ରାଜଧାନୀରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପ୍ରଶଂସକ, ପ୍ରାୟୋଜକ ଏବଂ ରାଜନେତା […]

medal

medal

Ranjit Kumar Jena
  • Published: Wednesday, 24 July 2019
  • Updated: 24 July 2019, 06:53 PM IST

Sports

Latest News

ଟୋକିଓ: ଏସିଆ ମହାଦ୍ୱୀପରେ ୧୨ ବର୍ଷ ପରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଏହି ଖେଳ ମହାକୁମ୍ଭର ଉଦଘାଟନୀ ସମାରୋହର ଠିକ୍ ବର୍ଷକ ପୂର୍ବରୁ ବୁଧବାର ଏଠାରେ ପ୍ରଥମଥର ପାଇଁ ଏହାର ଗୋଲ୍ଡ, ସିଲଭର୍ ଏବଂ ବ୍ରୋଞ୍ଜ ମେଡାଲ୍ ସାର୍ବଜନୀନ ଭାବେ ପ୍ରଦର୍ଶିତ କରାଯାଇଛି। ଏହି ମେଡାଲର ଓଜନ ୫୫୬ ଏବଂ ୪୫୦ ଗ୍ରାମ୍ ଭିତରେ ରହିଛି। ଜାପାନର ରାଜଧାନୀରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପ୍ରଶଂସକ, ପ୍ରାୟୋଜକ ଏବଂ ରାଜନେତା ଭାଗ ନେଇଛନ୍ତି।

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଜୁଲାଇ ୨୪, ୨୦୨୦ରେ ହେବ। ୧୯୭୬ ଅଲିମ୍ପିକ୍ସ ଫେନସିଂ ଗୋଲ୍ଡ ମେଡାଲ୍ ବିଜେତା ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଧ୍ୟକ୍ଷ ଟମାସ ବାକ୍ ସ୍କୁଲ୍ ପିଲାଙ୍କ ସହ ନିଜ କୌଶଳ ପ୍ରଦର୍ଶନ କରିଥିଲେ। ଜାପାନ ଏହି କ୍ରୀଡ଼ାର ଆୟୋଜନ ପାଇଁ ପ୍ରାୟ ୨୦ ବିଲିୟନ୍ ଡଲାର ଖର୍ଚ୍ଚ କରିବ। ତେବେ ଅଲିମ୍ପିକ୍ସ ଆୟୋଜନରେ ହେବାକୁଥିବା ଖର୍ଚ୍ଚର ସଠିକ୍ ଅନୁମାନ ଲଗାଇବା କଷ୍ଟକର।

ଟୋକିଓ କ୍ରୀଡ଼ା ପାଇଁ ୮ଟି ନୂଆ ଷ୍ଟାଡିୟମ ନିର୍ମାଣ କରାଯାଇଛି, ଯେଉଁଥିରୁ ୫ଟି କାମ ଶେଷ ହୋଇଯାଇଛି। ନ୍ୟାଶନାଲ୍ ଷ୍ଟାଡିୟମ ନିର୍ମାଣ ପାଇଁ ୧ ବିଲିୟନ୍ ୨୫ ଲକ୍ଷ ଡଲାର ଖର୍ଚ୍ଚ ହୋଇଛି, ଯାହାକୁ ଚଳିତ ବର୍ଷ ଶେଷ ଭାଗରେ ଖୋଲାଯିବ। ଟୋକିଓରେ ଆଇଓସିର ମୁଖ୍ୟ କୋଅର୍ଡିନେଟର୍ ଜନ୍ କୋଟ୍ସ କହିଛନ୍ତି, ଅଲିମ୍ପିକ୍ସ ପାଇଁ ଲଗାତାର ଉତ୍ସାହ ବଢ଼ିବାରେ ଲାଗିଛି। ଏହାର ଜ୍ୱଳନ୍ତ ଉଦାହରଣ ଟିକେଟ୍ ବିକ୍ରିରୁ ଅନୁମାନ କରିହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story