କାଲି ହାଇଭୋଲଟେଜ୍‌ ମ୍ୟାଚ୍‌: ସିରିଜ ହାତେଇବା ପାଇଁ ପଡ଼ିଆକୁ ଓହ୍ଲାଇବେ ଭାରତ ଓ ଅଷ୍ଟ୍ରେଲିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି। ତେଣୁ କାଲିର ମ୍ୟାଚ ଉଭୟ ଟିମ୍ ପାଇଁ କର ବା ମର ସଦୃଶ। ଯେଉଁ ଟିମ୍ ମ୍ୟାଚ ଜିତିବ, ସେହି ଟିମ୍ ହାତେଇବ ସିରିଜ। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 08:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି। ତେଣୁ କାଲିର ମ୍ୟାଚ ଉଭୟ ଟିମ୍ ପାଇଁ କର ବା ମର ସଦୃଶ। ଯେଉଁ ଟିମ୍ ମ୍ୟାଚ ଜିତିବ, ସେହି ଟିମ୍ ହାତେଇବ ସିରିଜ। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story