ବିଶ୍ୱର ଟପ୍‌-5 କ୍ରିକେଟ୍‌ ଷ୍ଟାଡ଼ିୟମ ତାଲିକାରେ ଭାରତର ୨ଟି: ଜାଣନ୍ତୁ ସବୁଠୁ ସୁନ୍ଦର ଷ୍ଟାଡ଼ିୟମର ଲିଷ୍ଟ୍‌

ଦିନକୁ ଦିନ କ୍ରିକେଟ୍‌ର ଲୋକପ୍ରିୟତା ବେଶ୍‌ ବଢି ବଢି ଚାଲିଛି। ବିଶ୍ୱର ଅନେକ ଦେଶ ଏବେ କ୍ରିକେଟ୍‌ ପ୍ରେମରେ ଦିୱାନା। କ୍ରିକେଟକୁ ନେଇ ଖେଳାଳିଙ୍କଠୁ ଆରମ୍ଭ କରି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ି ବଢ଼ି ଚାଲିଛି। କ୍ରୀଡ଼ାପ୍ରମୀଙ୍କୁ କ୍ରିକେଟ୍‌ ପ୍ରତି କିପରି ଆକୃଷ୍ଟ କରି ହେବ ସେଥିପାଇଁ ତିଆରି ହୋଇଛି ସୁନ୍ଦର ସୁନ୍ଦର ଷ୍ଟାଡ଼ିୟମ। ଆସନ୍ତୁ ଜାଣିବା ବିଶ୍ୱର ଟପ୍‌-5 ସବୁଠୁ ସୁନ୍ଦର ଷ୍ଟାଡ଼ିୟମ, ଯେଉଁ ଷ୍ଟାଡ଼ିୟମରେ ବସି ଖେଳ ଦେଖିବାକୁ ଦର୍ଶକ ମାନେ କରିଥାନ୍ତି ଅଧିକ […]

111111111111

111111111111

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 08:18 PM IST

Sports

Latest News

ଦିନକୁ ଦିନ କ୍ରିକେଟ୍‌ର ଲୋକପ୍ରିୟତା ବେଶ୍‌ ବଢି ବଢି ଚାଲିଛି। ବିଶ୍ୱର ଅନେକ ଦେଶ ଏବେ କ୍ରିକେଟ୍‌ ପ୍ରେମରେ ଦିୱାନା। କ୍ରିକେଟକୁ ନେଇ ଖେଳାଳିଙ୍କଠୁ ଆରମ୍ଭ କରି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ି ବଢ଼ି ଚାଲିଛି। କ୍ରୀଡ଼ାପ୍ରମୀଙ୍କୁ କ୍ରିକେଟ୍‌ ପ୍ରତି କିପରି ଆକୃଷ୍ଟ କରି ହେବ ସେଥିପାଇଁ ତିଆରି ହୋଇଛି ସୁନ୍ଦର ସୁନ୍ଦର ଷ୍ଟାଡ଼ିୟମ।

ଆସନ୍ତୁ ଜାଣିବା ବିଶ୍ୱର ଟପ୍‌-5 ସବୁଠୁ ସୁନ୍ଦର ଷ୍ଟାଡ଼ିୟମ, ଯେଉଁ ଷ୍ଟାଡ଼ିୟମରେ ବସି ଖେଳ ଦେଖିବାକୁ ଦର୍ଶକ ମାନେ କରିଥାନ୍ତି ଅଧିକ ପସନ୍ଦ।

୧- ବିଶ୍ୱର ସବୁଠୁ ସୁନ୍ଦର ଷ୍ଟାଡ଼ିୟମ ତାଲିକାରେ ସର୍ବାଗେ ଅଛି କ୍ରିକେଟ୍‌ର ସର୍ବପୂରାତନ ଷ୍ଟାଡ଼ିୟମ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡ। ୨୦୦ ବର୍ଷ ପୁରୁଣା ଏହି ଷ୍ଟାଡ଼ିୟମ କ୍ରିକେଟ୍‌ ପାଇଁ ଏକ ଐତିହାସିକ ଷ୍ଟାଡ଼ିୟମ। ୧୮୧୪ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡ଼ିୟମ ଏବେ ୨୦୪ ବର୍ଷରେ ପରିଣତ ହୋଇଛି। ଏହି ଷ୍ଚାଡ଼ିୟମରେ ବସି ଖେଳ ଦେଖିବାର ମଜା କିଛି ନିଆରା। ଯେଉଁଥିପାଇଁ ବିଶ୍ୱର ସବୁଠୁ ସୁନ୍ଦର ଷ୍ଟାଡ଼ିୟମ ମାନ୍ୟତା ଲର୍ଡ୍ସକୁ ଦିଆଯାଇଛି।

୨- ଦ୍ୱିତୀୟ ସୁନ୍ଦର ଷ୍ଟାଡ଼ିୟମ ଲିଷ୍ଟରେ ରହିଛି ନ୍ୟୁଜିଲାଣ୍ଡର କୁଇନଷ୍ଟୋନ ଇଭେଣ୍ଟ ସେଣ୍ଟର୍‌। ୧୯ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ଏହି ଷ୍ଟାଡ଼ିୟମଟି ପାହାଡ଼ର ପାଦଦେଶରେ ନିର୍ମିତ। ନିକଟରେ ଏକ ଲେକ୍  ଓ ଏକ ଏୟାରପୋର୍ଟ ରହିଥିବା ଯୋଗୁଁ ଏହି ଷ୍ଟାଡ଼ିୟମର ସୁନ୍ଦରତା ଆହୁରି ବଢ଼ିଯାଇଛି।

[caption id="attachment_242832" align="aligncenter" width="940"] Generated by IJG JPEG Library[/caption]

୩- ତୃତୀୟ ସୁନ୍ଦର ଷ୍ଟାଡ଼ିୟମ ତାଲିକାରେ ଭାରତୀୟ ସବୁଠୁ ସୁନ୍ଦର ଷ୍ଟାଡ଼ିୟମର ନାଁ ହେଉଛି ଧର୍ମଶାଳା ଷ୍ଟାଡ଼ିୟମ। ୨୪ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡ଼ିୟମର ମନୋରମ ଦୃଶ୍ୟ  ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏହା ଏକ ହିଲ୍‌ଷ୍ଟେସନ ହୋଇଥିବାରୁ ଏଠାରେ ମ୍ୟାଚ୍‌ର ମଜା ନେବାକୁ ଦେଶ ବିଦେଶରୁ ଅନେକ ଦର୍ଶକ ଆସିଥାନ୍ତି।      

୪- ବିଶ୍ୱର ସବୁଠୁ ବଡ଼ ଷ୍ଟାଡ଼ିୟମ ଭାବେ ଜଣାଶୁଣା ମେଲବୋର୍ଣ୍ଣ ଷ୍ଟାଡ଼ିୟମ ସୁନ୍ଦର ତାଲିକାରେ ୪ର୍ଥ ସ୍ଥାନରେ ରହିଛି। ଏହି ଷ୍ଟାଡ଼ିୟମର ଦର୍ଶକ କ୍ଷମତା ୧ଲକ୍ଷ। ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ୍‌ ମ୍ୟାଚ୍‌ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଷ୍ଟାଡ଼ିୟମରେ ଖେଳାଯାଇଥିଲା। ମେଲବୋର୍ଣ୍ଣ ଷ୍ଟାଡ଼ିୟମରେ ବସି ଖେଳ ଦେଖିବାବାକୁ ଅନେକ ଦର୍ଶକ ଆଗ୍ରହ ପ୍ରକାଶ କରିଥାନ୍ତି। ଏହି ଷ୍ଟାଡ଼ିୟମ ଦୂରରୁ ବହୁତ ସୁନ୍ଦର ଦେଖାଯାଏ।

୫- ଭାରତର ଦ୍ୱିତୀୟ ସୁନ୍ଦର ତଥା ବିଶ୍ୱର ୫ମ ସବୁଠୁ ସୁନ୍ଦର ଷ୍ଟାଡ଼ିୟମ ତାଲିକାରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମର ନାଁ ଅଛି।  ନୂତନ ଭାବେ ନିର୍ମାଣ ହେବାପରେ ବଶ୍ୱକପ ୨୦୧୧ର ଫାଇନାଲ ମ୍ୟାଚ୍‌ ଏହି ଷ୍ଟାଡ଼ିୟମରେ ଖେଳାଯାଇଥିଲା। ୩୩,୧୦୮ କ୍ଷମତା ବିଶିଷ୍ଟ ଏହି ଷ୍ଟାଡ଼ିୟମର ଦୃଶ୍ୟ ବେଶ୍‌ ସୁନ୍ଦର। ମୁମ୍ବାଇର ସମୁଦ୍ର କୂଳରେ ଏହି ଷ୍ଟାଡ଼ିୟମଟି ଅବସ୍ଥିତି। ଏହି ଷ୍ଟାଡ଼ିୟମରେ ବସି ଖେଳ ଦେଖିବାର ମଜା କିଛି ନିଆରା। ଭାରତରେ ଆଜିକାଲି ଅନେକ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ଏହି ଷ୍ଟାଡ଼ିୟମରେ ଖେଳାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story