ଟି-ଟ୍ୱେଣ୍ଟି: ଦ୍ରୁତ ୫ ଶତକ ତାଲିକାରେ ୨ଜଣ ଭାରତୀୟ, ଏହି ଖେଳାଳି କ୍ରିକେଟ୍‌କୁ ମଜାକ୍‌ ବନାଇଦେଲେଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ କମାଲ୍‌ ଦେଖିବାକୁ ମିଳିଛି। ରୋହିତ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ୩୫ଟି ବଲରୁ ଶତକ ହାସଲ କରି ଆଉ ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି। ଏହି ଫର୍ମାଟରେ ସବୁଠୁ ଦ୍ରୁତ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଡେଭିଡ଼ ମିଲରଙ୍କ ସମକକ୍ଷ ହୋଇଛନ୍ତି ରୋହିତ। ଏହାପୂର୍ବରୁ କେବଳ ମିଲର୍‌ ୩୫ ବଲରୁ ଶତକ ହାସଲ କରିଛନ୍ତି। ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ […]

d195e9aa004d2106726caaf352884a01

d195e9aa004d2106726caaf352884a01

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 05:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ କମାଲ୍‌ ଦେଖିବାକୁ ମିଳିଛି। ରୋହିତ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ୩୫ଟି ବଲରୁ ଶତକ ହାସଲ କରି ଆଉ ଏକ ମାଇଲଖୁଣ୍ଟ ତିଆରି କରିଛନ୍ତି। ଏହି ଫର୍ମାଟରେ ସବୁଠୁ ଦ୍ରୁତ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଡେଭିଡ଼ ମିଲରଙ୍କ ସମକକ୍ଷ ହୋଇଛନ୍ତି ରୋହିତ। ଏହାପୂର୍ବରୁ କେବଳ ମିଲର୍‌ ୩୫ ବଲରୁ ଶତକ ହାସଲ କରିଛନ୍ତି। ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ରିଚାର୍ଡ ଲେବି ଅଛନ୍ତି। ଲେବି ୪୫ ବଲରୁ ଶତକ ହାସଲ କରିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୁପ୍ଲେସିସ୍‌ ଓ ଭାରତର ଲୋକେଶ ରାହୁଲ ଅଛନ୍ତି। ଏହି ଦୁଇଜଣ ଖେଳାଳି ୪୬ ବଲରୁ ଶତକ ହାସଲ କରିଛନ୍ତି। ୪ର୍ଥ ସ୍ଥାନରେ ଦୁଇଜଣ ଖେଳାଳି ଅଛନ୍ତି। କ୍ରିସ୍‌ ଗେଲ ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ୪୭ବଲରେ ଶତକ ହାସଲ କରିଛନ୍ତି। ସେହିପରି ୫ମ ସ୍ଥାନରେ ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ୍‌ ଲୁଇସ୍‌ ଅଛନ୍ତି। ସେ ଭାରତ ବିପକ୍ଷରେ ୪୮ ବଲରେ ଶତକ ହାସଲ କରିଥିଲେ।

ଇନ୍ଦୋର ଠାରେ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ରୋହିତଙ୍କ ଏଭଳି ବିସ୍ଫୋରକ ବ୍ୟାଟିଂ ଦେଖିସାରିବା ପରେ ବିରେନ୍ଦ୍ର ସେହବାଗ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗୋଟିଏ ସପ୍ତାହ ପୂର୍ବରୁ ରୋହିତ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ବେଳେ ପୁଣିଥରେ ଟି-ଟ୍ୱେଣ୍ଟିରେ ଦ୍ରୁତ ଶତକ ହାସଲ କରିଥିବାରୁ ସେହୱାଗ ଚକିତ ହୋଇଛନ୍ତି। ସେ କହିଛନ୍ତି ରୋହିତ ଶର୍ମା କ୍ରିକେଟ୍‌କୁ ମଜାକ ବନାଇ ଦେଲେଣି।

ପ୍ରଥମେ ବ୍ୟାଟିଂ କରି ରୋହିତଙ୍କ ବିସ୍ଫୋରତ ପାଳି ବଳରେ ଇଣ୍ଡିଆ ୨୦ ଓଭରରେ ୨୬୦ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ଟିମ୍‌ ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଭାରତ ୮୮ ରନନେ ମ୍ୟାଚ୍‌କୁ ଜିତିନେଇଥିଲା। ଏହାସହ ଟେଷ୍ଟ, ଦିନିକିଆ ପରେ ଟି-ଟ୍ୱେଣ୍ଟି ସିରିଜକୁ ବି କବ୍‌ଜା କରିଛି ଭାରତ।

https://www.youtube.com/watch?v=L2eAQchxGI8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story