ଏହି ଟପ୍‌-୧୦ ଭାରତୀୟ ଟି-ଟ୍ୱେଣ୍ଟିରେ ସବୁଠୁ ଆଗରେ: ଏମାନଙ୍କ ମଧ୍ୟରୁ ମାତ୍ର ୩ଜଣ ଟିମ୍‌ରେ ଅଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଶ୍ରୀଲଙ୍କା ମଧ୍ୟରେ ଆଉ ଅଳ୍ପ ସମୟ ପରେ ବାରବାଟୀ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଟେଷ୍ଟ ଓ ଦିନିକିଆ ସିରିଜକୁ କବ୍‌ଜା କଲା ପରେ ଭାରତୀୟ ଟିମ୍‌ ଆଜି ଟି-ଟ୍ୱେଣ୍ଟିକୁ ବି ହାତେଇବାକୁ ଲକ୍ଷ୍ୟ ରଖିଛି। ଏହି ଫର୍ମାଟରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଶ୍ରୀଲଙ୍କା ଟିମ୍‌ ବିପକ୍ଷରେ ଭଲ ଅଛି। ଏହି ଫର୍ମାଟରେ ଟପ୍‌-୧୦ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୋକେଶ ରାହୁଲ ଦଶମ ସ୍ଥାନରେ ଅଛନ୍ତି। ରାହୁଲ ଟି-ଟ୍ୱେଣ୍ଟି ଫର୍ମାଟରେ ୯ଟି ମ୍ୟାଚ୍‌ […]

07selfie-team

07selfie-team

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 01:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଶ୍ରୀଲଙ୍କା ମଧ୍ୟରେ ଆଉ ଅଳ୍ପ ସମୟ ପରେ ବାରବାଟୀ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଟେଷ୍ଟ ଓ ଦିନିକିଆ ସିରିଜକୁ କବ୍‌ଜା କଲା ପରେ ଭାରତୀୟ ଟିମ୍‌ ଆଜି ଟି-ଟ୍ୱେଣ୍ଟିକୁ ବି ହାତେଇବାକୁ ଲକ୍ଷ୍ୟ ରଖିଛି। ଏହି ଫର୍ମାଟରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ଶ୍ରୀଲଙ୍କା ଟିମ୍‌ ବିପକ୍ଷରେ ଭଲ ଅଛି।

ଏହି ଫର୍ମାଟରେ ଟପ୍‌-୧୦ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୋକେଶ ରାହୁଲ ଦଶମ ସ୍ଥାନରେ ଅଛନ୍ତି। ରାହୁଲ ଟି-ଟ୍ୱେଣ୍ଟି ଫର୍ମାଟରେ ୯ଟି ମ୍ୟାଚ୍‌ ଖେଳି ୫୦.୬୬ ଅଭରେଜ୍‌ରେ ୩୦୪ ରନ୍‌ କରିଛନ୍ତି। ଯେଉଁଥିରେ ସେ ଏକ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଟପ୍‌-୧୦ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ମାତ୍ର ୩ଜଣ ଖେଳାଳି ଚଳିତ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ଖେଳିବେ। ଏହା ମଧ୍ୟରୁ ୨ଜଣ କ୍ରିକେଟରଙ୍କୁ ବିଶ୍ରାମ ଦିଆଯାଇଛି।

ଏହି ଲିଷ୍ଟରେ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ଅଛନ୍ତି। ବିରାଟ ୫୫ଟି ମ୍ୟାଚରୁ ୧୯୫୬ ରନ ସଂଗ୍ରହ କରିଛନ୍ତି। ସେହିପରି ରୋହତି ଶର୍ମା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରାଇନା ତୃତୀୟ ସ୍ଥାନରେ ଧୋନୀ ୪ର୍ଥ, ଯୁବରାଜ ୫ମ, ଗମ୍ଭୀର ଷଷ୍ଠ, ଧୱନ ୭ମ, ସେହୱାଗ ୮ମ, ରାହାଣେ ୯ମ ଓ ରାହୁଲ ୧୦ମ ସ୍ଥାନରେ ଅଛନ୍ତି।  ଏହି ଟପ୍‌-୧୦ ତାଲିକାରୁ ରୋହିତ, ଧୋନୀ ଓ ଲୋକେଶ ରାହୁଲ ଚଳିତ ଟି-ଟ୍ୱେଣ୍ଟି ସିରିଜରେ ଖେଳିବେ।

https://www.youtube.com/watch?v=iWCCegXCcE8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story