ତୃଣମୂଳ ସ୍ତରରେ ଫୁଟବଲର ବିକାଶ କରିବାରେ ଫାଓ ଶ୍ରେଷ୍ଠ

ଭୁବନେଶ୍ୱର: ଅଖିଳ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ୍)ର ବାର୍ଷିକ ବୈଠକରେ ୨୦୧୫ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ସଂଘଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ଫୁଟବଲ ସଂଘକୁ ୨୦୧୫ ବର୍ଷ ପାଇଁ ତୃଣମୂଳ ସ୍ତରରେ ଫୁଟବଲ୍ ବିକାଶ ଲାଗି ଶ୍ରେଷ୍ଠ ପୁରସ୍କାର ଦିଆଯାଇଛି। ୟୁଜେନ୍ସ ଲିଙ୍ଗଦୋହ ଶ୍ରେଷ୍ଠ ପୁରୁଷ ଏବଂ ବାଲା ଦେବୀ ଶ୍ରେଷ୍ଠ ମହିଳା ଖେଳାଳି ହୋଇଛନ୍ତି। ପ୍ୟାରୀ ଖାକା ଏଆଇଏଫଏଫ ୨୦୧୫ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଲିଙ୍ଗଦୋହଙ୍କୁ ଆଇଲିଗ କ୍ଲବର […]

fao

fao

Rakesh Mallick
  • Published: Sunday, 20 December 2015
  • Updated: 21 December 2015, 04:13 AM IST

Sports

Latest News

ଭୁବନେଶ୍ୱର: ଅଖିଳ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ୍)ର ବାର୍ଷିକ ବୈଠକରେ ୨୦୧୫ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ସଂଘଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ଫୁଟବଲ ସଂଘକୁ ୨୦୧୫ ବର୍ଷ ପାଇଁ ତୃଣମୂଳ ସ୍ତରରେ ଫୁଟବଲ୍ ବିକାଶ ଲାଗି ଶ୍ରେଷ୍ଠ ପୁରସ୍କାର ଦିଆଯାଇଛି।

ୟୁଜେନ୍ସ ଲିଙ୍ଗଦୋହ ଶ୍ରେଷ୍ଠ ପୁରୁଷ ଏବଂ ବାଲା ଦେବୀ ଶ୍ରେଷ୍ଠ ମହିଳା ଖେଳାଳି ହୋଇଛନ୍ତି। ପ୍ୟାରୀ ଖାକା ଏଆଇଏଫଏଫ ୨୦୧୫ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଲିଙ୍ଗଦୋହଙ୍କୁ ଆଇଲିଗ କ୍ଲବର କୋଚର ମତକୁ ଆଧାର କରି ଚୟନ କରାଯାଇଥିଲା। ତାଙ୍କୁ ପୁରସ୍କାର ବାବଦକୁ ୨ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos