U-19 ଚ୍ୟାଲେଞ୍ଜର ଟ୍ରଫି ପାଇଁ ଖେଳାଳିଙ୍କ ନାମ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ କନିଷ୍ଠ ଚୟନ କମିଟି ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି ପାଇଁ ଖେଳାଳିଙ୍କ ନାମ ଘୋଷଣା କରିଛି। ଆସନ୍ତା ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ବିଳାଶପୁରଠାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଚୟନ କମିଟି ୩ଟି ଦଳ ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରୀନ ଏବଂ ଇଣ୍ଡିଆ ରେଡ ପାଇଁ ୩୯ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ପ୍ରତି ଟିମ୍‌ରେ ୧୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଇଣ୍ଡିଆ ବ୍ଲୁ: […]

bcci

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 06:08 PM IST

ନୂଆଦିଲ୍ଲୀ: ବିସିସିଆଇ କନିଷ୍ଠ ଚୟନ କମିଟି ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି ପାଇଁ ଖେଳାଳିଙ୍କ ନାମ ଘୋଷଣା କରିଛି। ଆସନ୍ତା ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ବିଳାଶପୁରଠାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

ଚୟନ କମିଟି ୩ଟି ଦଳ ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରୀନ ଏବଂ ଇଣ୍ଡିଆ ରେଡ ପାଇଁ ୩୯ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ପ୍ରତି ଟିମ୍‌ରେ ୧୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି।

ଇଣ୍ଡିଆ ବ୍ଲୁ: ପୃଥ୍ୱଭି ଶା, ଦିଗବିଜୟ ରଙ୍ଗି, ଡି.ଏସ୍‌. ଫେରାରିଓ, ହରଭିକ୍‌ ଦେଶାଇ, ଏସ୍‌. ଲୋକେଶ୍ୱର, ଏସ୍‌. ପ୍ରଭୁଦେଶାଇ, ନିନାଦ ରାତୱା, ଏସ୍‌. ଅଜିତ ରାମ, ଏ.ପି. ପାଣ୍ଡୋଭି, ଆର.ଏସ୍‌. ଜଗନ୍ନାଥ ସିନିଭାଷ, କମଲେଶ ନାଗାରକୋଠି, ଏ. ନାଗୱାସ୍ୱାଲ ଏବଂ ବିବେକାନନ୍ଦ ତିୱାରୀ।

ଇଣ୍ଡିଆ ଗ୍ରୀନ: ରୋହନ ଏସ୍‌କେ, ଜେ. ସିଂହ, ଚନ୍ଦନ ସାହାଣୀ, ପି.କେ. ଗାର୍ଗ, ସନ୍ଦିପ କୁମାର ତୋମାର, ଏ. ଉସମାନୀ, ଏ. ରୟ, ଶିବା ସିଂହ, ଅଭିଶେକ ଶ୍ରୀବାସ୍ତବ, ପି. ଗିରିନାଥ ରେଡ୍ଡି, ଏଲ. ସାହିଦ, ଡି. ଚୁଦାସମା ଏବଂ ଶୁଭମ ଆରୋରା।

ଇଣ୍ଡିଆ ରେଡ: ଶୁଭମ ଗିଲ, ଏ. ୱାକୋଡେ, ସଲମାନ ଖାନ, ଅଭିଶେଷ ଶର୍ମା, ହାର୍ଦ୍ଦିକ ତାମୋରେ, ଏସ୍‌.କେ. ଘରମୀ, ଅଙ୍କୁର ପାଉଲ, ଆୟୁସ ଜମୁୱାଲ, ରାହୁଲ ଚାହାର, ଆର. ଭଗତ, ଭି. ମଲ୍ଲିକ, ୟଶ ଠାକୁର ଏବଂ ଏସ୍‌. ସିଂହ।

Related story