ଟେଷ୍ଟରେ ଡେବ୍ୟୁ କରିବେ ଏହି ଭାରତୀୟ ଅମ୍ପାୟାର

ନୂଆଦିଲ୍ଲୀ: ଭାରତର ନୀତୀନ ମେନନ୍ ଟେଷ୍ଟ କ୍ରିକେଟରେ ଅମ୍ପାୟାର ଭାବେ ଡେବ୍ୟୁ କରିବେ। ଆସନ୍ତା ନଭେମ୍ବର ୨୭ ତାରିଖରେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଡେରାଡୁନରେ ହେବାକୁଥିବା ଟେଷ୍ଟ ମ୍ୟାଚ୍ ପାଇଁ ନୀତୀନଙ୍କୁ ଫିଲ୍ଡ ଅମ୍ପାୟାର ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ନରେନ୍ଦ୍ର ମେନନଙ୍କ ପୁଅ ନୀତୀନ ୨୦୦୫ରେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ରାଜ୍ୟ ପ୍ୟାନେଲରେ ଅମ୍ପାୟାର ହୋଇଥିଲେ। ଅଣ୍ଡର୍-୧୬, ଅଣ୍ଡର୍-୧୯, ଅଣ୍ଡର୍-୨୩ ଓ ଲିଷ୍ଟ୍-ଏ ମ୍ୟାଚରେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଥିବା ନୀତୀନ୍ […]

nitin

nitin

Ranjit Kumar Jena
  • Published: Monday, 02 September 2019
  • Updated: 02 September 2019, 08:39 PM IST

ନୂଆଦିଲ୍ଲୀ: ଭାରତର ନୀତୀନ ମେନନ୍ ଟେଷ୍ଟ କ୍ରିକେଟରେ ଅମ୍ପାୟାର ଭାବେ ଡେବ୍ୟୁ କରିବେ। ଆସନ୍ତା ନଭେମ୍ବର ୨୭ ତାରିଖରେ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଡେରାଡୁନରେ ହେବାକୁଥିବା ଟେଷ୍ଟ ମ୍ୟାଚ୍ ପାଇଁ ନୀତୀନଙ୍କୁ ଫିଲ୍ଡ ଅମ୍ପାୟାର ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ନରେନ୍ଦ୍ର ମେନନଙ୍କ ପୁଅ ନୀତୀନ ୨୦୦୫ରେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ରାଜ୍ୟ ପ୍ୟାନେଲରେ ଅମ୍ପାୟାର ହୋଇଥିଲେ।

ଅଣ୍ଡର୍-୧୬, ଅଣ୍ଡର୍-୧୯, ଅଣ୍ଡର୍-୨୩ ଓ ଲିଷ୍ଟ୍-ଏ ମ୍ୟାଚରେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଥିବା ନୀତୀନ୍ ୨୦୦୬ରେ ବିସିସିଆଇର ଅଲ୍ ଇଣ୍ଡିଆ ଅମ୍ପାୟାରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୨୦୦୭-୦୮ ପରଠାରୁ ଘରୋଇ ମ୍ୟାଚରେ ଅମ୍ପାୟାରିଂ କରିଆସୁଛନ୍ତି। ସେ ୫୭ ପ୍ରଥମଶ୍ରେଣୀ ମ୍ୟାଚ୍ ବ୍ୟତୀତ ୨୨ ଦିନିକିଆ, ୯ ଟି-୨୦ ଏବଂ ୪୦ ଆଇପିଏଲ୍ ମ୍ୟାଚରେ ଅମ୍ପାୟାର ରହିସାରିଛନ୍ତି।

ନୀତୀନ ଆଇସିସିର ଏଲିଟ୍ ପ୍ୟାନେଲରେ ସାମିଲ୍ ହେବା ନେଇ ଲକ୍ଷ୍ୟ ରଖିଛନ୍ତି। ଏପର୍ଯ୍ୟନ୍ତର ଅଭିଯାନ ନେଇ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ନୀତୀନ କହିଛନ୍ତି, ବିସିସିଆଇର ଘରୋଇ ମ୍ୟାଚର ଅଭିଜ୍ଞତା ଯୋଗୁ ମୁଁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story