ୟୁଏସ୍ ଓପନରୁ ନାଦାଲଙ୍କ ବିଦାୟ

ନ୍ୟୁୟର୍କ: ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି ରାଫେଲ ନାଦାଲ। ଦୁଇ ଥର ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିବା ନାଦାଲ ଚଳିତ ଥର ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗତ ୧୦ ବର୍ଷରେ ପ୍ରଥମ ଥର ପାଇଁ ସେ ଏହି ଚାମ୍ପିଅନସିପରୁ ଏତେ ଶୀଘ୍ର ବିଦାୟ ନେଇଛନ୍ତି। ୨୦୦୫ରେ ସେ ଆମେରିକାର ଜେମ୍ସ ବ୍ଲାକଙ୍କ ଠାରୁ ହାରି ୟୁଏସ୍ ଓପନର ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଆଉ ଆଜି ସେ ତୃତୀୟ ରାଉଣ୍ଡରେ ଇଟାଲୀର ୩୨ତମ ମାନ୍ୟତାପ୍ରାପ୍ତ ଫାବିଓ […]

nadal

nadal

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 11:12 AM IST

Sports

Latest News

nadalନ୍ୟୁୟର୍କ: ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି ରାଫେଲ ନାଦାଲ। ଦୁଇ ଥର ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିବା ନାଦାଲ ଚଳିତ ଥର ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗତ ୧୦ ବର୍ଷରେ ପ୍ରଥମ ଥର ପାଇଁ ସେ ଏହି ଚାମ୍ପିଅନସିପରୁ ଏତେ ଶୀଘ୍ର ବିଦାୟ ନେଇଛନ୍ତି। ୨୦୦୫ରେ ସେ ଆମେରିକାର ଜେମ୍ସ ବ୍ଲାକଙ୍କ ଠାରୁ ହାରି ୟୁଏସ୍ ଓପନର ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଆଉ ଆଜି ସେ ତୃତୀୟ ରାଉଣ୍ଡରେ ଇଟାଲୀର ୩୨ତମ ମାନ୍ୟତାପ୍ରାପ୍ତ ଫାବିଓ ଫୋଗନିନିଙ୍କଠାରୁ ୩-୬,୪-୬,୬-୪,୬-୩ ଓ ୬-୪ରେ ହାରି ଚଳିତ ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି। ପ୍ରଥମ ଦୁଇଟି ସେଟରେ ସେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତା’ପରେ ଫୋଗନିନି ତାଙ୍କ ଉପରେ ଭାରି ପଡ଼ିଲେ।

ଚଳିତ ସିଜିନରେ ନାଦାଲଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ତେଣୁ ୨୦୦୪ ଭଳି ସେ ଏହି ସିଜିନକୁ ଗୋଟିଏ ବି ଗ୍ରାଣ୍ଡସ୍ଲାମ୍ ଟାଇଟଲ ବିନା ଶେଷ କରିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story