ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚାରିଥରର ଚାମ୍ପିୟନ୍ ଭାରତ ୨୦୨୦ ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି। ଉତ୍ତର ପ୍ରଦେଶ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗଙ୍କୁ ଭାରତୀୟ ଦଳର କ୍ୟାପଟେନ୍ ଭାବେ ମନୋନୀତ କରାଯାଇଛି। ସେହିପରି ଧ୍ରୁବ ଚାନ୍ଦ ଜୁରେଲ ଟିମର ଭାଇସ୍‌-କ୍ୟାପଟେଡନ୍ ହୋଇଛନ୍ତି। ଧ୍ରୁବଙ୍କ ବ୍ୟତୀତ କୁମାର୍ କୁଶାଗ୍ରଙ୍କୁ ଦ୍ୱିତୀୟ ୱିକେଟକିପର ଭାବେ ଟିମରେ ସାମିଲ୍ କରାଯାଇଛି। ବିଶ୍ୱକପର ୧୩ଶ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ। […]

priyan-garg

priyan-garg

Ranjit Kumar Jena
  • Published: Monday, 02 December 2019
  • Updated: 02 December 2019, 06:09 PM IST

ନୂଆଦିଲ୍ଲୀ: ଚାରିଥରର ଚାମ୍ପିୟନ୍ ଭାରତ ୨୦୨୦ ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିଛି। ଉତ୍ତର ପ୍ରଦେଶ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗଙ୍କୁ ଭାରତୀୟ ଦଳର କ୍ୟାପଟେନ୍ ଭାବେ ମନୋନୀତ କରାଯାଇଛି। ସେହିପରି ଧ୍ରୁବ ଚାନ୍ଦ ଜୁରେଲ ଟିମର ଭାଇସ୍‌-କ୍ୟାପଟେଡନ୍ ହୋଇଛନ୍ତି। ଧ୍ରୁବଙ୍କ ବ୍ୟତୀତ କୁମାର୍ କୁଶାଗ୍ରଙ୍କୁ ଦ୍ୱିତୀୟ ୱିକେଟକିପର ଭାବେ ଟିମରେ ସାମିଲ୍ କରାଯାଇଛି। ବିଶ୍ୱକପର ୧୩ଶ ସଂସ୍କରଣ ଆସନ୍ତାବର୍ଷ ଜାନୁଆରୀ ୧୭ରୁ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ। ଭାରତ ଗ୍ରୁପ୍‌-ଏ'ରେ ଜାପାନ, ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ସହ ସ୍ଥାନ ପାଇଛି। ବିଶ୍ୱକପରେ ଭାଗ ନେବାକୁଥିବା ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି।

ଭାରତୀୟ ଦଳରେ ମୁମ୍ବାଇର ଯଶସ୍ୱୀ ଜୈସୱାଲ୍ ଓ ଦିବ୍ୟାଂଶ ସାକ୍ସେନାଙ୍କ ସମେତ ଉତ୍ତରାଖଣ୍ଡର ଶାଶ୍ୱତ ରାୱତ୍ ଓ ହାଇଦ୍ରାବାଦର ତିଳକ ବର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ସାମିଲ୍ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ଯଶସ୍ୱୀ ଦମଦାର ଫର୍ମରେ ଥିଲେ । ସେ ଅକ୍ଟୋବରରେ ମୁମ୍ବାଇ ପକ୍ଷରୁ ୨୦୩ (୧୫୪ ବଲ୍‌, ୧୨ ଛକା, ୧୭ ଚୌକା) ରନର ଦ୍ୱିଶତକୀୟ ଇନିଂସ୍ ଖେଳି ନୂଆ ରେକର୍ଡ କରିଥିଲେ। ସେ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଲିଷ୍ଟ-ଏ' କ୍ରିକେଟରେ ଦ୍ୱିଶତକ ମାରିଛନ୍ତି। ୨୦୧୮ରେ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ବିଶ୍ୱକପରେ ପୃଥ୍ୱୀ ଶ'ଙ୍କ ନେତୃତ୍ୱରେ ଏବଂ ରାହୁଲ୍ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ୍ ହୋଇଥିଲା।

ପରବର୍ତ୍ତୀ ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଟିମକୁ ନେଇ କୋଚ୍ ଡ୍ରାଭିଡ୍ କହିଛନ୍ତି, "ଏହା ଏକ ସନ୍ତୁଳିତ ଦଳ। ଗତ ସଂସ୍କରଣ ତୁଳନାରେ ଏଥର ଦଳରେ ଅଧିକ ଅଲରାଉଣ୍ଡର ଅଛନ୍ତି, ଯାହା ଆମ ପାଇଁ ଫଳପ୍ରଦ ହେବ। ଯଦି ଦକ୍ଷିଣ ଆଫ୍ରିକାର ପିଚ୍ ପେସ୍ ବୋଲରଙ୍କୁ ସୁହାଇବ, ତାହେଲେ ଆମ ପାଖରେ ଉନ୍ନତ ପେସ୍ ଆଟାକ୍ ଉପଲବ୍ଧ ଅଛି। ଏହାଛଡ଼ା ଆମ ପାଖରେ ସପ୍ତମ, ଅଷ୍ଟମ ଏବଂ ନବମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ ରହିଛି। ଟିମରେ ଭଲ ସ୍ପିନର୍ ମଧ୍ୟ ଅଛନ୍ତି।" ବିଶ୍ୱକପ୍ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଅଣ୍ଡର୍‌-୧୯ ଟିମ୍ ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ଏହା ପରେ ଦକ୍ଷିଣ ଆଫ୍ରିକା, ଭାରତ, ଜିମ୍ବାୱେ ଏବଂ ନ୍ୟୁଜିଲ୍ୟାଣ୍ଡକୁ ନେଇ ଚତୁର୍କୋଣୀୟ ସିରିଜ୍ ଆୟୋଜିତ। ହାଇଦ୍ରାବାଦର ସିଟିଏଲ୍ ରକଶନଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ଚତୁର୍କୋଣୀୟ ସିରିଜ୍ ପାଇଁ ଟିମରେ ସାମିଲ୍ କରାଯାଇଛି।

ବିଶ୍ୱକପ୍ ପାଇଁ ଭାରତୀୟ ସ୍କ୍ୱାଡ୍‌: ପ୍ରିୟମ ଗର୍ଗ (କ୍ୟାପଟେନ୍‌), ଯଶସ୍ୱୀ ଜୈସୱାଲ୍‌, ତିଳକ ବର୍ମା, ଦିବ୍ୟାଂଶ ସାକ୍ସେନା, ଧ୍ରୁବ ଚାନ୍ଦ ଜୁରେଲ (ଭାଇସ୍‌-କ୍ୟାପଟେନ୍ ଓ ୱିକେଟକିପର), ଶାଶ୍ୱତ ରାୱତ୍‌, ଦିବ୍ୟାଂଶ ଯୋଶୀ, ଶୁଭାଙ୍ଗ ହେଗଡେ, ରବି ବିଷ୍ନୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗି, ଅଥର୍ବ ଅଙ୍କୋଲେକର, କୁମାର କୁଶାଗ୍ର (ୱିକେଟକିପର), ସୁଶାନ୍ତ ମିଶ୍ର, ବିଦ୍ୟାଧର ପାଟିଲ୍‌, ସିଟିଏଲ୍ ରକଶନ୍ (କେବଳ ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ଚତୁର୍କୋଣୀୟ ସିରିଜ୍ ପାଇଁ)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story