ଫିଫା ଶ୍ରେଷ୍ଠ ଖେଳାଳି ଦୌଡ଼ରେ ରୋନାଲ୍ଡୋ, ମେସି ଓ ଭାନ୍ ଦିକ୍

ରୋମ୍: ଲିଭରପୁଲର ସେଣ୍ଟର୍-ବ୍ୟାକ୍ ଭର୍ଜିଲ୍ ଭାନ୍ ଦିକଙ୍କ ସମେତ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ୍ ମେସି ଫିଫାର ସର୍ବଶ୍ରେଷ୍ଠ ଖେଳାଳି ଦୌଡ଼ରେ ରହିଛନ୍ତି। ନେଦରଲ୍ୟାଣ୍ଡ ଜାତୀୟ ଫୁଟବଲ ଦଳର ଦିକ୍ ଗତ ସପ୍ତାହରେ ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇ ବର୍ଷର ସର୍ବଶ୍ରେଷ୍ଠ ୟୁରୋପୀୟ ଖେଳାଳି ପୁରସ୍କାର ଜିତିଥିଲେ। ଚାମ୍ପିୟନ୍ସ ଲିଗରେ ଲିଭରପୁଲର ଟାଇଟଲ୍ ଜିତିବାରେ ଭାନ୍ ଦିକ୍ ପ୍ରମୁଖ ଭୂମିକା ବହନ କରିଥିଲେ। ସେହିପରି ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଦୌଡ଼ରେ ଇଂଲଣ୍ଡ ତଥା ଲାୟନର […]

football

football

Ranjit Kumar Jena
  • Published: Monday, 02 September 2019
  • Updated: 02 September 2019, 07:39 PM IST

ରୋମ୍: ଲିଭରପୁଲର ସେଣ୍ଟର୍-ବ୍ୟାକ୍ ଭର୍ଜିଲ୍ ଭାନ୍ ଦିକଙ୍କ ସମେତ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ୍ ମେସି ଫିଫାର ସର୍ବଶ୍ରେଷ୍ଠ ଖେଳାଳି ଦୌଡ଼ରେ ରହିଛନ୍ତି। ନେଦରଲ୍ୟାଣ୍ଡ ଜାତୀୟ ଫୁଟବଲ ଦଳର ଦିକ୍ ଗତ ସପ୍ତାହରେ ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇ ବର୍ଷର ସର୍ବଶ୍ରେଷ୍ଠ ୟୁରୋପୀୟ ଖେଳାଳି ପୁରସ୍କାର ଜିତିଥିଲେ। ଚାମ୍ପିୟନ୍ସ ଲିଗରେ ଲିଭରପୁଲର ଟାଇଟଲ୍ ଜିତିବାରେ ଭାନ୍ ଦିକ୍ ପ୍ରମୁଖ ଭୂମିକା ବହନ କରିଥିଲେ।

ସେହିପରି ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଦୌଡ଼ରେ ଇଂଲଣ୍ଡ ତଥା ଲାୟନର ଲୁସି ବ୍ରୋଞ୍ଜ୍, ଆମେରିକାର ଆଲେକ୍ସ ମୋର୍ଗାନ୍ ଏବଂ ଆମେରିକାର ମେଗାନ୍ ରାପିନୋ ରହିଛନ୍ତି। ପୁରୁଷ ଶ୍ରେଷ୍ଠ କୋଚ୍ ଦୌଡ଼ରେ ମ୍ୟାଞ୍ଚେଷ୍ଟର ସିଟିର ପେପ୍ ଗାର୍ଡିଓଲା, ଲିଭରପୁଲର ଜର୍ଜେନ୍ କ୍ଲପ୍ ଏବଂ ଟଟେନହାମର ମୌରସିଓ ପୋଚେଟିନୋ ରହିଥିବା ବେଳେ ମହିଳା କୋଚ୍ ଦୌଡ଼ରେ ଆମେରିକାର ଜିଲ୍ ଏଲିସ୍, ଇଂଲଣ୍ଡର ଫିଲ୍ ନେଭିଲ୍ ଏବଂ ନେଦରଲ୍ୟାଣ୍ଡର ସାରିନା ୱିଗମ୍ୟାନ୍ ରହିଛନ୍ତି।

ଶ୍ରେଷ୍ଠ ପୁରୁଷ ଗୋଲକିପର ଦୌଡ଼ରେ ଲିଭରପୁଲ୍ ତଥା ବ୍ରାଜିଲର ଆଲିସନ୍, ମ୍ୟାଞ୍ଚେଷ୍ଟର୍ ସିଟି ତଥା ବ୍ରାଜିଲର ଏଡରସନ୍ ଏବଂ ବାର୍ସିଲୋନା ତଥା ଜର୍ମାନୀର ମାର୍କ-ଆନ୍ଦ୍ରେ ଟେର୍ ଷ୍ଟିଗେନ୍ ରହିଥିବା ବେଳେ ମହିଳା ଗୋଲକିପର ଦୌଡ଼ରେ ପ୍ୟାରିସ୍ ସେଣ୍ଟ-ଜର୍ମେନ୍ ଓ ଚିଲିର କ୍ରିଷ୍ଟିଆନୀ ଏଣ୍ଡଲର୍, ଉଲଫବର୍ଗ ଓ ସ୍ୱିଡେନର ହେଡଭିଗ୍ ଲିଣ୍ଡାଲ ଏବଂ ଆଟଲେଟିକୋ ମ୍ୟାଡ୍ରିଡ ଓ ନେଦରଲ୍ୟାଣ୍ଡର ସାରି ଭାନ୍ ଭୀନେଣ୍ଡାଲ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story