ବିଜୟ ହଜାରେ ଟ୍ରଫିରୁ ଓଡ଼ିଶା ବିଦା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଶୁକ୍ରବାର ଓଡ଼ିଶା ଦଳ ପୁଣି ପରାସ୍ତ ହୋଇଛି। ତ୍ରିପୁରାଠାରୁ ୩୭ ରନରେ ହାରି ଯାଇଛି ଓଡ଼ିଶା। ଏହା ସହିତ ଦଳ ଚଳିତ ବିଜୟ ହଜାରେ ଟ୍ରଫିରେ ୬ଟି ଲିଗ୍ ମ୍ୟାଚରୁ କ୍ରମାଗତ ୫ଟିରେ ପରାଜିତ ହୋଇଛି ଏବଂ ଏଥିରୁ ବିଦା ହୋଇଛି। ଦଳ କେବଳ ପ୍ରଥମ ମ୍ୟାଚଟିରେ ବିଜୟ ଲାଭ କରିଥିଲା। ବଦର୍ଭକୁ ଦଳ ୩ ୱିକେଟ୍ରେ ହରାଇଥିଲା। ଆଜି ଟସ୍ ଜିତି ତ୍ରିପୁରା ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୪୯.୨ […]

vijay

vijay

Rakesh Mallick
  • Published: Friday, 18 December 2015
  • Updated: 18 December 2015, 12:27 PM IST

Sports

Latest News

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଶୁକ୍ରବାର ଓଡ଼ିଶା ଦଳ ପୁଣି ପରାସ୍ତ ହୋଇଛି। ତ୍ରିପୁରାଠାରୁ ୩୭ ରନରେ ହାରି ଯାଇଛି ଓଡ଼ିଶା। ଏହା ସହିତ ଦଳ ଚଳିତ ବିଜୟ ହଜାରେ ଟ୍ରଫିରେ ୬ଟି ଲିଗ୍ ମ୍ୟାଚରୁ କ୍ରମାଗତ ୫ଟିରେ ପରାଜିତ ହୋଇଛି ଏବଂ ଏଥିରୁ ବିଦା ହୋଇଛି। ଦଳ କେବଳ ପ୍ରଥମ ମ୍ୟାଚଟିରେ ବିଜୟ ଲାଭ କରିଥିଲା। ବଦର୍ଭକୁ ଦଳ ୩ ୱିକେଟ୍ରେ ହରାଇଥିଲା।

ଆଜି ଟସ୍ ଜିତି ତ୍ରିପୁରା ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୪୯.୨ ଓଭରରେ ୯ ୱିକେଟ୍ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ପରବୀନ୍ଦର ସିଂହ ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିବା ବେଳେ ଓପନର୍ ୫୬ ରନ୍ କରିଥିଲେ। ପରବୀନ୍ଦର ୬୫ ରନ୍ କରି ରିଟାୟାର୍ଡ ହର୍ଟ ହୋଇଥିଲେ।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି, ଦୀପକ ବେହେରା, ବିଳ୍ପବ ସାମନ୍ତରାୟ ଓ ଶୁଭମ ନାୟକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗୋବିନ୍ଦ ପଦ୍ଦାର ଗୋଟିଏ ୱିକେଟ୍ ନେଇଥିଲେ।

୨୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓଡ଼ିଶା ଟିମ୍ ୪୪.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା। ଦଳର ସମସ୍ତ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଥିଲେ। ପରେଶ ପଟେଲ ୭ ରନ୍, ଅନୁରାଗ ଷଡ଼ଙ୍ଗୀ ୨୩, ଗୋବିନ୍ଦ ପୋଦ୍ଦାର ୧୭, ନଟରାଜ ବେହେରା ୮, ବିଳ୍ପବ ସାମନ୍ତରାୟ ୨୩, ଅରବିନ୍ଦ ସିଂହ ୨୭, ଅଶୁଂମାନ ଗୋପେ୧୧, ଆଲୋକ ସାହୁ ୯ ରନ୍ କରି ଆଉଟ୍ ହୋଇଥିଲେ। ବସନ୍ତ ମହାନ୍ତି ଓ ଶୁଭମ ନାୟକ ଯଥାକ୍ରମେ ୦ ଓ ୪ ରନ୍ କରିଥିଲେ। ଦଳ ପକ୍ଷରୁ ଦୀପକ ବେହେରା ସର୍ବାଧିକ ୨୯ ରନ୍ କରିଥିଲେ।

ତ୍ରିପୁରା ପକ୍ଷରୁ ସି.କେ ପାଉଲ୍ ଓ ଆର.ଡି ବାନିକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏସ.ସି ଦାସ ଓ ମୁରା ସିଂହ ଯଥାକ୍ରମେ ୨ ଓ ୧ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story