ବକ୍ସିଂ ଟ୍ରାୟଲ୍ସ: ଅଲିମ୍ପିକ୍ କ୍ୱାଲିଫାୟର୍ସ ଟିମରେ ବିକାଶ

ବେଙ୍ଗାଲୁରୁ: ଭାରତର ଷ୍ଟାର୍ ବକ୍ସର ବିକାଶ କ୍ରିଷ୍ଣା (୬୯ କେଜି) ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଭାରତୀୟ ପୁରୁଷ ବକ୍କିଂ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍ ଏବଂ ଏସିଆନ୍ ଗେମ୍ସର ପୂର୍ବତନ ପଦକ ବିଜେତା ବିକାଶ ଦୀର୍ଘଦିନ ଧରି ୭୫ କେଜି ବର୍ଗରେ ଖେଳୁଥିଲେ, କିନ୍ତୁ ପିଠିଜନିତ ଆହତ ସମସ୍ୟାରୁ ମୁକୁଳିବା ପରେ ସେ ୬୯ କେଜିରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପୂର୍ବରୁ ଦୁଇଥର ଅଲିମ୍ପିକରେ ଭାଗ ନେଇସାରିଥିବା ୨୬ ବର୍ଷୀୟ ବିକାଶ ଟ୍ରାୟଲ୍ସ […]

vikash

vikash

Ranjit Kumar Jena
  • Published: Monday, 30 December 2019
  • Updated: 30 December 2019, 09:41 PM IST

Sports

Latest News

ବେଙ୍ଗାଲୁରୁ: ଭାରତର ଷ୍ଟାର୍ ବକ୍ସର ବିକାଶ କ୍ରିଷ୍ଣା (୬୯ କେଜି) ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଭାରତୀୟ ପୁରୁଷ ବକ୍କିଂ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍ ଏବଂ ଏସିଆନ୍ ଗେମ୍ସର ପୂର୍ବତନ ପଦକ ବିଜେତା ବିକାଶ ଦୀର୍ଘଦିନ ଧରି ୭୫ କେଜି ବର୍ଗରେ ଖେଳୁଥିଲେ, କିନ୍ତୁ ପିଠିଜନିତ ଆହତ ସମସ୍ୟାରୁ ମୁକୁଳିବା ପରେ ସେ ୬୯ କେଜିରେ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହା ପୂର୍ବରୁ ଦୁଇଥର ଅଲିମ୍ପିକରେ ଭାଗ ନେଇସାରିଥିବା ୨୬ ବର୍ଷୀୟ ବିକାଶ ଟ୍ରାୟଲ୍ସ ଫାଇନାଲରେ ଦୁର୍ଯ୍ୟୋଧନ ସିଂହ ନେଗିଙ୍କୁ ସର୍ବସମ୍ମତି ନିଷ୍ପତ୍ତିରେ ହରାଇଥିଲେ। ଚୀନରେ ଫେବୃଆରୀ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏସିଆ ଓସେନିଆ କ୍ୱାଲିଫାୟର୍ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତା ଗୌରବ ସୋଲାଙ୍କି (୫୭ କେଜି) ଓ ନମନ ତନୱର (୯୨ କେଜି) ମଧ୍ୟ ଟିମରେ ସ୍ଥାନ ହାସଲ କରିଛନ୍ତି।

ସୋଲାଙ୍କି ମହମ୍ମଦ ହସମୁଦ୍ଦିନଙ୍କୁ ହରାଇଥିବା ବେଳେ ନମନ ନବୀନ କୁମାରଙ୍କୁ ପରାସ୍ତ କରିଥିଲେ। ଏହାଛଡ଼ା ଏସିଆନ୍ ଗେମ୍ସ ରୌପ୍ୟ ପଦକ ବିଜେତା ଆଶିଷ କୁମାର (୭୫ କେଜି), ଭେଟେରାନ୍ ସତୀଶ କୁମାର (+୯୧ କେଜି) ମଧ୍ୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଅମିତ୍ ପଙ୍ଘାଲ (୫୨ କେଜି) ଓ ମନିଷ କୌଶିକ୍ (୬୩ କେଜି) ପୂର୍ବରୁ ଭାରତୀୟ ଦଳରେ ସ୍ଥାନ ପାଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story