ନୂଆ ବର୍ଷ ପାଳିବାକୁ ଦକ୍ଷିଣ ଆଫ୍ରିକାକୁ କାହିଁକି ବାଛିଲେ ବିରୁଷ୍କା?

ନୂଆଦିଲ୍ଲୀ: ସରିଯାଇଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବାହାଘର। ସୋମବାର ଇଟାଲୀରେ ପରିବାର ଲୋକ ଓ ଅତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ସଂପନ୍ନ ହୋଇଛି ଏହି ବିବାହ। ଡିସେମ୍ବର ୨୧ ତାରିଖରେ ବିରାଟ ଓ ଅନୁଷ୍କା ଦିଲ୍ଲୀରେ ଏକ ଭୋଜି ଦେବେ। ସେମାନଙ୍କ ସଂପର୍କୀୟମାନଙ୍କ ପାଇଁ ଏହି ଭୋଜିର ଆୟୋଜନ କରାଯିବ। ତା’ପରେ ଡିସେମ୍ବର ୨୬ ତାରିଖରେ ମୁମ୍ବାଇରେ ଆଉ ଏକ ଭୋଜି ଦେବେ। ସେଠାକୁ ବଲିଉଡ୍‌ର […]

Virushka1 copy

Virushka1 copy

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 07:08 AM IST

Sports

Latest News

ନୂଆଦିଲ୍ଲୀ: ସରିଯାଇଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ବାହାଘର। ସୋମବାର ଇଟାଲୀରେ ପରିବାର ଲୋକ ଓ ଅତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ସଂପନ୍ନ ହୋଇଛି ଏହି ବିବାହ।

ଡିସେମ୍ବର ୨୧ ତାରିଖରେ ବିରାଟ ଓ ଅନୁଷ୍କା ଦିଲ୍ଲୀରେ ଏକ ଭୋଜି ଦେବେ। ସେମାନଙ୍କ ସଂପର୍କୀୟମାନଙ୍କ ପାଇଁ ଏହି ଭୋଜିର ଆୟୋଜନ କରାଯିବ। ତା’ପରେ ଡିସେମ୍ବର ୨୬ ତାରିଖରେ ମୁମ୍ବାଇରେ ଆଉ ଏକ ଭୋଜି ଦେବେ। ସେଠାକୁ ବଲିଉଡ୍‌ର କଳାକାର ଓ କ୍ରିକେଟରମାନଙ୍କୁ ନିମନ୍ତ୍ରଣ କରାଯିବ। ବିରାଟ ଓ ଅନୁଷ୍କା ଏବେ ବନ୍ଧୁମାନଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରିବା କାର୍ଯ୍ୟ ଆରମ୍ଭ କରିବେ ବୋଲି ଉଭୟଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

ଭୋଜି ପରେ ଦୁହେଁ ଯିବେ ଦକ୍ଷିଣ ଆଫ୍ରିକା। ସେଇଠି ଦୁହେଁ ନୂଆ ବର୍ଷ କାଟିବେ। ତା’ପରେ ଜାନୁଆରୀ ପ୍ରଥମ ସପ୍ତାହରେ ଭାରତ ଫେରି ଆସିବେ ଅନୁଷ୍କା। ସେ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଆନନ୍ଦ ଏଲ୍ ରାୟଙ୍କ ଏହି ଫିଲ୍ମରେ ସେ ଓ ଶାହାରୁଖ ପୁଣି ଏକାଠି ନଜର ଆସିବେ। ଅନ୍ୟପକ୍ଷରେ ବିରାଟ ଦକ୍ଷିଣ ଆଫ୍ରିକାରେ ଦୁଇ ମାସ ରହିବେ। ସେ ସେଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟେଷ୍ଟ, ଛଅଟି ଦିନିକିଆ ଓ ତିନୋଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ। ଜାନୁଆରୀ ୫ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story