ଅନୁଷ୍କାଙ୍କୁ ନେଇ ଉଡୁଛନ୍ତି ବିରାଟ: ଖୁଲ୍‌ମ୍‌ଖୁଲା କରୁଛନ୍ତି ପ୍ରେମ

ବାଙ୍ଗାଲୋର: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସର ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀ ଏବେ କାହାକୁ ଅଛପା ନାହିଁ। ଆଇପିଏଲ ଚାଲିଥିବା ସମୟରେ ଉଭୟ ଉଭୟଙ୍କ ସହ ସମୟ ବିତେଇବା ପାଇଁ କୌଣସି ମୁହୁର୍ତ୍ତକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି। ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ରଙ୍ଗାରଙ୍ଗ ଉତ୍ସବ ଆୟୋଜନ କରାଯାଇଥିଲା, ଯେଉଁଥିରେ ବିରାଟ ଓ ଅନୁଷ୍କାଙ୍କୁ ସାଙ୍ଗରେ […]

aaaa

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 05:12 PM IST

ବାଙ୍ଗାଲୋର: ଭାରତୀୟ କ୍ରିକେଟ ଟିମର ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସର ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀ ଏବେ କାହାକୁ ଅଛପା ନାହିଁ। ଆଇପିଏଲ ଚାଲିଥିବା ସମୟରେ ଉଭୟ ଉଭୟଙ୍କ ସହ ସମୟ ବିତେଇବା ପାଇଁ କୌଣସି ମୁହୁର୍ତ୍ତକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି। ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ରଙ୍ଗାରଙ୍ଗ ଉତ୍ସବ ଆୟୋଜନ କରାଯାଇଥିଲା, ଯେଉଁଥିରେ ବିରାଟ ଓ ଅନୁଷ୍କାଙ୍କୁ ସାଙ୍ଗରେ ଦେଖିବାକୁ ମିଳିଥିଲା। ଏହି ଦୁଇଜଣଙ୍କ କ୍ଲୋଜ ଫଟୋ ଏବେ ସୋସିଆଲ ମିଡିଆରେ  ଭାଇରାଲ୍‌ ହୋଇଛି । ଏହି ଫଟୋରେ ଉଭୟ ଉଭୟଙ୍କର ବହୁତ କ୍ଲୋଜ ରହିଥିବା ଦେଖିବାକୁ ମଳିଥିଲା

News and Picture Courtesy-mirchi9.com

Related story