ବିରାଟଙ୍କ ୪୨ତମ ଦିନିକିଆ ଶତକ

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର ଏହି ଖାଲିସ୍ଥାନକୁ ପୂରଣ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏହି ମ୍ୟାଚରେ ବିରାଟ୍ ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ […]

kohli1

kohli1

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 09:55 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି।

ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର ଏହି ଖାଲିସ୍ଥାନକୁ ପୂରଣ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏହି ମ୍ୟାଚରେ ବିରାଟ୍ ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବିରାଟ୍ ଅର୍ଦ୍ଧଶତକ ପରେ ସାମାନ୍ୟ ଧିମା ପଡ଼ିଯାଇଥିଲେ।

ବିରାଟଙ୍କ ସହ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି। ଉଭୟେ ଭାରତର ସ୍କୋରକୁ ୨୦୦ ରନରେ ପହଞ୍ଚାଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୩ ୱିକେଟ୍ ବିନିମୟରେ ୧୯୫ ରନ୍ କରିଛି। ବିରାଟ୍ ୧୦୨ ଓ ଆୟର୍ ୪୪ ରନରେ ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story