ବିରାଟଙ୍କ ବାହାଘରରେ କେବଳ ଏଇ ଦୁଇ କ୍ରିକେଟର ଅତିଥି!

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବାହାଘରକୁ ନେଇ ଚାଲିଛି ଜୋରସୋର ଆଲୋଚନା। ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଅନୁଷ୍କା ଶର୍ମାଙ୍କୁ ସେ ବିବାହ କରିବେ। ମିଳିଥିବା ଖବର ଅନୁଯାୟୀ ଇଟାଲୀରେ ଦୁହେଁ ବାହା ହେବେ। ଡିସେମ୍ବର ୧୨ ତାରିଖରେ ସେମାନଙ୍କ ବିବାହ ହେବ। ଏଥିପାଇଁ ଦୁହେଁ ଇଟାଲୀ ଅଭିମୁଖେ ଯାତ୍ରା କରିସାରିଛନ୍ତି। ଦୁହେଁ ସୁଇଜରଲାଣ୍ଡରୁ ଇଟାଲୀ ଯିବେ। ଅନୁଷ୍କାଙ୍କ ସହିତ ତାଙ୍କ ପରିବାର ଲୋକେ ବି ଯାଇଛନ୍ତି। ବିରାଟ ତାଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ପାଇଁ […]

kohaliimage

kohaliimage

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 01:58 PM IST

Sports

Latest News

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବାହାଘରକୁ ନେଇ ଚାଲିଛି ଜୋରସୋର ଆଲୋଚନା। ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଅନୁଷ୍କା ଶର୍ମାଙ୍କୁ ସେ ବିବାହ କରିବେ। ମିଳିଥିବା ଖବର ଅନୁଯାୟୀ ଇଟାଲୀରେ ଦୁହେଁ ବାହା ହେବେ। ଡିସେମ୍ବର ୧୨ ତାରିଖରେ ସେମାନଙ୍କ ବିବାହ ହେବ। ଏଥିପାଇଁ ଦୁହେଁ ଇଟାଲୀ ଅଭିମୁଖେ ଯାତ୍ରା କରିସାରିଛନ୍ତି। ଦୁହେଁ ସୁଇଜରଲାଣ୍ଡରୁ ଇଟାଲୀ ଯିବେ। ଅନୁଷ୍କାଙ୍କ ସହିତ ତାଙ୍କ ପରିବାର ଲୋକେ ବି ଯାଇଛନ୍ତି। ବିରାଟ ତାଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ପାଇଁ ଟିକେଟ୍ କରି ସାରିଛନ୍ତି। ଏ ଭିତରେ ଆଉ ଏକ ଖବର ମଧ୍ୟ ମିଳିଛି। ବିରାଟ ତାଙ୍କ ବାହାଘରକୁ କେବଳ ଦୁଇ ଜଣ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ କରିଛନ୍ତି। ଏ ଦୁହିଁଙ୍କୁ ଛାଡ଼ି ସେ ଆଉ କାହାକୁ ନିମନ୍ତ୍ରଣ କରି ନାହାନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ତାଙ୍କ ବାହାଘରକୁ କେବଳ ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ଦୁଇ କ୍ରିକେଟରଙ୍କ ବ୍ୟତୀତ ବିରାଟ ନିଜର କିଛି ବନ୍ଧୁଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛନ୍ତି।

ଆହୁରି ମଧ୍ୟ ଖବର ମିଳିଛି ଯେ ବାହା ହୋଇ ଇଟାଲୀରୁ ଫେରିବା ପରେ ଡିସେମ୍ବର ୨୧ରେ ବିରାଟ ଭୋଜି ଦେବେ। ମୁମ୍ବାଇରେ ସେ ଏହି ଭୋଜି ଦେବେ। ଏଥିରେ ବହୁ କ୍ରିକେଟର ଓ ବଲିଉଡ୍ କଳାକାର ଯୋଗ ଦେବେ।

ଅବଶ୍ୟ ଏସବୁ ନେଇ ବିରାଟଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story