ରାଗି ଗଲେ ବିରାଟ; ସାମ୍ବାଦିକଙ୍କୁ କହିଲେ ଏମିତି କଥା

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ହାରିବା ସହିତ ଭାରତ ସିରିଜ୍ ହାରିଯାଇଛି। ଏହା ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ଝଟକା। କାରଣ ଦଳ ଲଗାତାର ୯ଟି ଟେଷ୍ଟ୍ ସିରିଜି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକାଠାରୁ ଲାଗ ଲାଗ ଦୁଇଟି ମ୍ୟାଚ୍ ହାରି ଯାଇଛି। ମ୍ୟାଚ୍ ହାରିବା ପରେ ବିରାଟ ଟିକେ ବିଚଳିତ ହୋଇଯାଇଛନ୍ତି।  ମ୍ୟାଚ୍ ସରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସାମ୍ବାଦିକମାନଙ୍କ ଗୋଟିଏ […]

virat

virat

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 09:53 PM IST

Sports

Latest News

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ହାରିବା ସହିତ ଭାରତ ସିରିଜ୍ ହାରିଯାଇଛି। ଏହା ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ଝଟକା। କାରଣ ଦଳ ଲଗାତାର ୯ଟି ଟେଷ୍ଟ୍ ସିରିଜି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକାଠାରୁ ଲାଗ ଲାଗ ଦୁଇଟି ମ୍ୟାଚ୍ ହାରି ଯାଇଛି। ମ୍ୟାଚ୍ ହାରିବା ପରେ ବିରାଟ ଟିକେ ବିଚଳିତ ହୋଇଯାଇଛନ୍ତି।  ମ୍ୟାଚ୍ ସରିବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସାମ୍ବାଦିକମାନଙ୍କ ଗୋଟିଏ ପ୍ରଶ୍ନ ତାଙ୍କୁ ଉତ୍‌କ୍ଷିପ୍ତ କରି ଦେଇଥିଲା। ବିରାଟଙ୍କ ଉଦ୍ଦେଶ୍ୟରେ ସେମାନେ ପ୍ରଶ୍ନ କରିଥିଲେ ଯେ ତାଙ୍କରି ଜିଦ୍‌ରେ ଟିମ୍ ଚୟନ ହୋଇଥିବା ସତ୍ତ୍ୱେ କାହିଁକି ହାରିଗଲେ। ଏଥିରେ ଟିକେ କ୍ରୋଧିତ ହୋଇ ବିରାଟ କହିଥିଲେ,“ଆପଣମାନେ ମୋତେ କୁହନ୍ତୁ ବେଷ୍ଟ ଇଲେଭେନ୍‌ କହିଲେ କ’ଣ? ଆମେ ସେହିମାନଙ୍କ ସହ ଖେଳିବାକୁ ପ୍ରସ୍ତୁତ।” ସେ ଆହୁରି ମଧ୍ୟ କହିଥିଲେ ଯେ ଫଳାଫଳକୁ ନେଇ ଟିମ୍ ପ୍ଲେଇଙ୍ଗ ଇଲେଭେନ୍ ଚୟନ କରାଯାଏ ନାହିଁ।

ଏହା ପରେ ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ ସବୁ ଟେଷ୍ଟ ମ୍ୟାଚ୍‌ରେ କାହିଁକି ଅଲଗା ଅଲଗା ଖେଳାଳିଙ୍କୁ ନିଆଯାଉଛି। ଏହାର ଜବାବରେ ସେ କହିଥିଲେ,“ଆମେ ୩୪ଟି ଟେଷ୍ଟ ମ୍ୟାଚ୍‌ରୁ କେତୋଟି ଜିତିଛୁ? ଆମେ କେତୋଟି ମ୍ୟାଚ୍ ଜିତିଛୁ? ୨୧ଟି ମ୍ୟାଚ୍ ଜିତିଛୁ (ପ୍ରକୃତରେ୨୦ଟି)। ଦୁଇଟି ହାରିଛୁ (ବାସ୍ତବରେ ୫ଟି)। କେତୋଟି ଡ୍ର ହୋଇଛି? ଏହାର ଅର୍ଥ କ’ଣ? ଆମେ ଯେଉଁଠି ଖେଳୁ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଛୁ। ମୁଁ ଏଠାକୁ ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆସିଛି। ଆପଣମାନଙ୍କ ସହ ଯୁକ୍ତି କରିବାକୁ ଆସିନି।“

ବିରାଟ କହିଥିଲେ,“ଆମେ ଭଲ ଭାଗିଦାରୀ କରି ପାରିଲୁ ନାହିଁ। ଏ ପରାଜୟ ପାଇଁ ଆମେ ନିଜେ ଦାୟୀ। ବୋଲରମାନେ ଠିକ୍‌ଠାକ୍ ପ୍ରଦର୍ଶନ କରିଥିଲେ। କିନ୍ତୁ ବ୍ୟାଟ୍ସମ୍ୟାନ୍‌ମାନେ ବିଫଳ ହୋଇଥିଲେ। ତେଣୁ ଟିମ୍ ହାରିଲା।”

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଦଳ ଦକ୍ଷିଣ ଆଫ୍ରିକା ଠାରୁ ୭୨ ରନ୍‌ରେ ହାରି ଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୧୩୫ ରନ୍‌ରେ ହାରି ଯାଇଛି। ତୃତୀୟ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୨୪ ତାରିଖରେ ଜୋହାନସ୍‌ବର୍ଗରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story