ବିରାଟ କୋହଲି ୨୦୧୫ରେ ଗୁଗଲରେ ମୋଷ୍ଟ୍ ସର୍ଚ୍ଚଡ୍ ସ୍ପୋର୍ଟ୍ସମ୍ୟାନ୍

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମ ଆଉ ଏକ ରେକର୍ଡ ଫର୍ଦ୍ଦରେ ଯୋଡ଼ା ଯାଇଛି। ୨୦୧୫ରେ ବିରାଟ କୋହଲି ଗୁଗଲରେ ମୋଷ୍ଟ ସର୍ଚ୍ଚଡ୍ ସ୍ପୋର୍ଟ୍ସମ୍ୟାନ ଭାବେ ମାନ୍ୟତା ପାଇଛନ୍ତି। ବିଶ୍ୱର ବହୁ ପ୍ରତିଷ୍ଠିତ ସ୍ପୋର୍ଟ୍ସ ସେଲିବ୍ରେଟିଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅକ୍ତିଆର କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଫୁଟବଲର ଲିଓନେଲ ମେସି, ତୃତୀୟରେ ମାଷ୍ଟର ବ୍ଲାଷ୍ଟର ସଚୀନ ତେନ୍ଦୁଲକର, ଚତୁର୍ଥରେ ଟିମ ଇଣ୍ଡିଆର ଅଧିନାୟକ ଏମଏସ ଧୋନି, ପଞ୍ଚମରେ […]

ViratKohli

ViratKohli

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 03:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମ ଆଉ ଏକ ରେକର୍ଡ ଫର୍ଦ୍ଦରେ ଯୋଡ଼ା ଯାଇଛି। ୨୦୧୫ରେ ବିରାଟ କୋହଲି ଗୁଗଲରେ ମୋଷ୍ଟ ସର୍ଚ୍ଚଡ୍ ସ୍ପୋର୍ଟ୍ସମ୍ୟାନ ଭାବେ ମାନ୍ୟତା ପାଇଛନ୍ତି। ବିଶ୍ୱର ବହୁ ପ୍ରତିଷ୍ଠିତ ସ୍ପୋର୍ଟ୍ସ ସେଲିବ୍ରେଟିଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅକ୍ତିଆର କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଫୁଟବଲର ଲିଓନେଲ ମେସି, ତୃତୀୟରେ ମାଷ୍ଟର ବ୍ଲାଷ୍ଟର ସଚୀନ ତେନ୍ଦୁଲକର, ଚତୁର୍ଥରେ ଟିମ ଇଣ୍ଡିଆର ଅଧିନାୟକ ଏମଏସ ଧୋନି, ପଞ୍ଚମରେ ଫୁଟବଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ,ଷଷ୍ଠରେ ଟେନିସ ତାରକା ରୋଜର ଫେରେଡର, ସପ୍ତମରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା, ‌ଅଷ୍ଟମରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ରହିଥିବା ବେଳେ ୯ ଓ ୧୦ମ ସ୍ଥାନରେ ରହିଛନ୍ତି ଟି-ଟ୍ୱେଣ୍ଟି ହିରୋ ଯୁବରାଜ ସିଂହ ଓ ଟେନିସ ତାରକା ନୋଭାକ୍ ଜୋକୋଭିକ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story