ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବିଶ୍ୱ ରେକର୍ଡର ଅଧିକାରୀ ହେଲେ ବିରାଟ୍ କୋହଲି

ପୋର୍ଟ ଅଫ୍ ସ୍ପେନ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ନିଜ କ୍ୟାରିୟରର ୪୩ତମ ଶତକ ମାରିବା ସହ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ୨୦ହଜାର ରନ୍ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୨୦୧୦ରୁ ଏପର୍ଯ୍ୟନ୍ତ ୩୭୧ ମ୍ୟାଚ୍ ଖେଳି ୫୭.୦୩ ହାରରେ ୬୭ ଶତକ ସହ ୨୦,୦୧୮ ରନ୍ କରିଛନ୍ତି। ବୁଧବାର କୋହଲିଙ୍କ ଶତକ ବଳରେ ଭାରତ […]

virat

virat

Ranjit Kumar Jena
  • Published: Thursday, 15 August 2019
  • Updated: 15 August 2019, 04:17 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ନିଜ କ୍ୟାରିୟରର ୪୩ତମ ଶତକ ମାରିବା ସହ ଏକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ୨୦ହଜାର ରନ୍ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୨୦୧୦ରୁ ଏପର୍ଯ୍ୟନ୍ତ ୩୭୧ ମ୍ୟାଚ୍ ଖେଳି ୫୭.୦୩ ହାରରେ ୬୭ ଶତକ ସହ ୨୦,୦୧୮ ରନ୍ କରିଛନ୍ତି। ବୁଧବାର କୋହଲିଙ୍କ ଶତକ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଥିଲା।

ଏହି ମ୍ୟାଚରେ କୋହଲି ଅପରାଜିତ ୧୧୪ ରନ୍ କରିଥିଲେ ଏବଂ ଭାରତ ଡିଏଲ୍ ନିୟମ ଆଧାରରେ ଧାର୍ଯ୍ୟ ୨୫୫ ରନର ଲକ୍ଷ୍ୟକୁ ସଫଳତାପୂର୍ବକ ପିଛା କରିଥିଲା। ଏଥିସହ ଭାରତ ୨-୦ରେ ସିରିଜକୁ ମଧ୍ୟ ଜିତି ନେଇଥିଲା। ଗୋଟିଏ ଦଶନ୍ଧିରେ ସର୍ବାଧିକ ରନ୍ କରିବା ମାମଲାରେ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଅଛନ୍ତି, ଯିଏ ୧୮,୯୬୨ (୨୦୦୦ ମସିହା) ରନ୍ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ କାଲିସ୍ ୧୬,୭୭୭ (୨୦୦୦ ମସିହା) ରନ୍ ସହ ତୃତୀୟ ସ୍ଥାନରେ ଅଛନ୍ତି । ଏହା ପରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ (୧୬.୪୦୩ ରନ୍, ୨୦୦୦ ମସିହା), କୁମାର ସାଙ୍ଗାକାରା (୧୫,୯୯୯ ରନ୍, ୨୦୦୦ ମସିହା), ସଚିନ ତେନ୍ଦୁଲକର (୧୫,୯୬୨ ରନ୍, ୨୦୦୦ ମସିହା), ରାହୁଲ୍ ଡ୍ରାଭିଡ୍ (୧୫,୮୫୩ ରନ୍, ୨୦୦୦ ମସିହା) ଏବଂ ହାଶିମ୍ ଆମଲା (୧୫,୧୮୫ ରନ୍, ୨୦୧୦ ମସିହା) ରହିଛନ୍ତି।

ଏହାଛଡ଼ା ବିରାଟ୍ କୌଣସି ଟିମ୍ ବିରୋଧରେ ସର୍ବାଧିକ ଶତକ ମାରିବା ମାମଲାରେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି। କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯ ଶତକ ମାରିଥିବା ବେଳେ ସଚିନ୍ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୯ ଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story