ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ବିରାଟ୍

ମୁମ୍ବାଇ: ବିଶ୍ୱକପ୍ ସେମିଫାଇନାଲରୁ ଟିମ୍ ଇଣ୍ଡିଆର ବିଦାୟ ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ଅଙ୍ଗୁଳି ଉଠିଥିଲା। ଏପରିକି ଟିମ୍ ଇଣ୍ଡିଆର ନୂଆ କୋଚ୍ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। କିନ୍ତୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନୂଆ କୋଚ୍ ସପକ୍ଷରେ ଆଦୌ ନାହାନ୍ତି। ବିରାଟ୍ ପୁଣିଥରେ ରବି ଶାସ୍ତ୍ରୀଙ୍କୁ ଭାରତର କୋଚ୍ ଭାବେ ଦେଖିବାକୁ ଚାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟିମର କୋଚିଂ ଷ୍ଟାଫଙ୍କ ଚୁକ୍ତି ବିଶ୍ୱକପ୍ ପରେ […]

ravi

ravi

Ranjit Kumar Jena
  • Published: Monday, 29 July 2019
  • Updated: 29 July 2019, 08:47 PM IST

Sports

Latest News

ମୁମ୍ବାଇ: ବିଶ୍ୱକପ୍ ସେମିଫାଇନାଲରୁ ଟିମ୍ ଇଣ୍ଡିଆର ବିଦାୟ ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ଅଙ୍ଗୁଳି ଉଠିଥିଲା। ଏପରିକି ଟିମ୍ ଇଣ୍ଡିଆର ନୂଆ କୋଚ୍ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। କିନ୍ତୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନୂଆ କୋଚ୍ ସପକ୍ଷରେ ଆଦୌ ନାହାନ୍ତି।

ବିରାଟ୍ ପୁଣିଥରେ ରବି ଶାସ୍ତ୍ରୀଙ୍କୁ ଭାରତର କୋଚ୍ ଭାବେ ଦେଖିବାକୁ ଚାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟିମର କୋଚିଂ ଷ୍ଟାଫଙ୍କ ଚୁକ୍ତି ବିଶ୍ୱକପ୍ ପରେ ଶେଷ ହୋଇଥିଲା, କିନ୍ତୁ ସେମାନଙ୍କ କାର୍ଯ୍ୟକାଳକୁ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ବିରାଟ୍ କହିଛନ୍ତି, ଯଦି ରବି ଭାଇ ପୁଣିଥରେ କୋଚ୍ ହେବେ, ତାହେଲେ ମୁଁ ବହୁତ ଖୁସି ହେବି। କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ଏହି ମାମଲାରେ ଏପର୍ଯ୍ୟନ୍ତ ମୋ ସହ ଯୋଗାଯୋଗ କରିନାହାନ୍ତି। ରବି ଭାଇଙ୍କ ସହ ଆମ ସମସ୍ତଙ୍କର ତାଳମେଳ ବହୁତ ଭଲ ରହିଛି ଏବଂ ଯଦି ସେ ପୁଣିଥରେ କୋଚ୍ ହୁଅନ୍ତି, ତାହେଲେ ଆମେ ସମସ୍ତେ ବହୁତ ଖୁସି ହେବୁ। ତେବେ ଏସବୁ ନିଷ୍ପତ୍ତି ସିଏସି ନେବ। ଯଦି ସିଏସି ମୋ ମତାମତ ଚାହିଁବ, ତାହେଲେ ମୁଁ ମୋର ପ୍ରସ୍ତାବ ଦେବି ବୋଲି ବିରାଟ୍ କହିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ଟିମର ମୁଖ୍ୟ କୋଚ୍ ପାଇଁ ସାକ୍ଷାତକାର ଅଗଷ୍ଟ ୧୩ କିମ୍ବା ୧୪ ତାରିଖରେ ହେବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୩୦ ରଖାଯାଇଛି। ପ୍ରଶାସନିକ କମିଟି (ସିଓଏ) କୋଚିଂ ଷ୍ଟାଫ୍ ଚୟନ କରିବା ପାଇଁ ନୂଆ ସିଏସି ଗଠନ କରିଛି, ଯେଉଁଥିରେ ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ, ଅଂଶୁମାନ ଗାଏକ୍ୱାଡ୍ ଓ ଶାନ୍ତା ରଙ୍ଗାସ୍ୱାମୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story