ବିରାଟଙ୍କ ବ୍ୟାଟ୍‌ରୁ ବାହାରିଲା ଆଉ ଏକ ଶତକ: ଟେଷ୍ଟ୍‌ ଶତକ ନଂ ୧୯

ନାଗପୁର: ପୁଣି ଶତକ ମାରିଲେ ବିରାଟ କୋହଲି। ନାଗପୁରରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଆଜି ସେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟରେ ଏହା ହେଉଛି ତାଙ୍କର ୧୯ତମ ଶତକ। ଖବର ଲେଖାଯିବା ସୁଦ୍ଧା ସେ ୧୫୦ଟି ବଲ୍‌ରୁ ୧୧୬ ରନ୍ କରି କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଚେତେଶ୍ୱର ପୂଜାରା ବି ଅଛନ୍ତି। ସେ ବି ଶତକ କରିଛନ୍ତି। ସେ ୧୪୨ ରନ୍ କରି ନଟ୍‌ଆଉଟ୍ ଅଛନ୍ତି। ଏହା ପୂର୍ବରୁ […]

kohali

kohali

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 11:21 AM IST

Sports

Latest News

ନାଗପୁର: ପୁଣି ଶତକ ମାରିଲେ ବିରାଟ କୋହଲି। ନାଗପୁରରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଆଜି ସେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟରେ ଏହା ହେଉଛି ତାଙ୍କର ୧୯ତମ ଶତକ। ଖବର ଲେଖାଯିବା ସୁଦ୍ଧା ସେ ୧୫୦ଟି ବଲ୍‌ରୁ ୧୧୬ ରନ୍ କରି କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଚେତେଶ୍ୱର ପୂଜାରା ବି ଅଛନ୍ତି। ସେ ବି ଶତକ କରିଛନ୍ତି। ସେ ୧୪୨ ରନ୍ କରି ନଟ୍‌ଆଉଟ୍ ଅଛନ୍ତି। ଏହା ପୂର୍ବରୁ ବିଜୟ ମୂରଲୀ ମଧ୍ୟ ଶତକ ହାସଲ କରିଥିଲେ। ସେ ୧୨୮ ରନ୍ କରି ଆଉଟ୍ ହୋଇଥିଲେ।

ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୦୫ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ଦୁଇ ୱିକେଟ୍ ହରାଇ ୩୯୫ ରନ୍ ସଂଗ୍ରହ କରିସାରିଲାଣି। ଟିମ୍‌ ଇଣ୍ଡିଆ ଏକ ଦୃଢ଼ ସ୍ଥିତିରେ ପହଞ୍ଚିଗଲାଣି।

ସୂଚନାଯୋଗ୍ୟ,  ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ ଶତକ ହାସଲ କରିଥିଲେ। ସେ ୧୦୪ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story