ପ୍ରଥମ କ୍ୟାପଟେନ୍ ଭାବେ ଏହି ରେକର୍ଡ କଲେ କୋହଲି

ପୁଣେ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ୟାପଟେନ୍ ଭାବେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ କୋହଲିଙ୍କୁ ମାତ୍ର ୧ ରନ୍ ଆବଶ୍ୟକ ହେଉଥିଲା, ଯାହା ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାସଲ କରିଛନ୍ତି। କୋହଲି ମାତ୍ର ୧୬୯ ଅନ୍ତର୍ଜାତୀୟ ମ୍ୟାଚ୍ (୧୯୫ ଇନିଂସ୍‌)ରେ ଏହି କାରନାମା କରିଛନ୍ତି। ଏଥିସହ କୋହଲି କ୍ୟାପଟେନ୍ […]

virat

virat

Ranjit Kumar Jena
  • Published: Friday, 10 January 2020
  • Updated: 10 January 2020, 09:14 PM IST

Sports

Latest News

ପୁଣେ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ୟାପଟେନ୍ ଭାବେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୧୧ହଜାର ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ କୋହଲିଙ୍କୁ ମାତ୍ର ୧ ରନ୍ ଆବଶ୍ୟକ ହେଉଥିଲା, ଯାହା ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହାସଲ କରିଛନ୍ତି।

କୋହଲି ମାତ୍ର ୧୬୯ ଅନ୍ତର୍ଜାତୀୟ ମ୍ୟାଚ୍ (୧୯୫ ଇନିଂସ୍‌)ରେ ଏହି କାରନାମା କରିଛନ୍ତି। ଏଥିସହ କୋହଲି କ୍ୟାପଟେନ୍ ଭାବେ ଦ୍ରୁତ ୧୧ହଜାର ରନ୍ କରିବା ମାମଲାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି। ତେବେ କ୍ୟାପଟେନ୍ ଭାବେ ସର୍ବାଧିକ ରନର ରେକର୍ଡ ପଣ୍ଟିଂ (୧୫,୪୪୦ ରନ୍‌)ଙ୍କ ନାମରେ ରହିଛି।

ସେହିପରି ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ (୧୪,୮୭୮) ୧୪ହଜାର ରନ୍‌, ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଙ୍ଗ୍ (୧୧,୫୬୫ ରନ୍‌), ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି (୧୧,୨୦୭ ରନ୍‌) ଓ ଅଷ୍ଟ୍ରେଲିଆର ଆଲାନ୍ ବର୍ଡର (୧୧,୦୬୨ ରନ୍‌) କ୍ୟାପଟେନ୍ ଭାବେ ୧୧ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି। ୩୧ ବର୍ଷୀୟ କୋହଲି ୮୪ ଟେଷ୍ଟରେ ୭୨୦୨ ରନ୍‌, ୨୪୨ ଦିନିକିଆରେ ୧୧୬୦୯ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story