ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ମିଲିୟନ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ରେକର୍ଡ ରନ୍ ମେଶିନ୍ ବିରାଟ୍ କୋହଲି କେବଳ ମଇଦାନରେ ନୁହେଁ ବରଂ ମଇଦାନ ବାହାରେ ମଧ୍ୟ ନୂଆ ନୂଆ ରେକର୍ଡ ନିଜ ନାଁରେ କରୁଛନ୍ତି। ଏବେ ବିରାଟ୍ ଇନଷ୍ଟାଗ୍ରାମରେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ଏବେ ସୋଶାଲ ମିଡିଆ ୱେବସାଇଟରେ ବିରାଟଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ ମିଲିୟନ୍ ଅର୍ଥାତ୍ ୫ କୋଟିରେ ପହଞ୍ଚିସାରିଛି। ଏଥିସହ କୋହଲି ଭାରତର ପ୍ରଥମ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ଏହି ରେକର୍ଡ ସଂଖ୍ୟା ଛୁଇଁଛନ୍ତି। ଯଦି ଆମେ […]

virat

virat

Ranjit Kumar Jena
  • Published: Tuesday, 18 February 2020
  • Updated: 18 February 2020, 07:52 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ରେକର୍ଡ ରନ୍ ମେଶିନ୍ ବିରାଟ୍ କୋହଲି କେବଳ ମଇଦାନରେ ନୁହେଁ ବରଂ ମଇଦାନ ବାହାରେ ମଧ୍ୟ ନୂଆ ନୂଆ ରେକର୍ଡ ନିଜ ନାଁରେ କରୁଛନ୍ତି। ଏବେ ବିରାଟ୍ ଇନଷ୍ଟାଗ୍ରାମରେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ଏବେ ସୋଶାଲ ମିଡିଆ ୱେବସାଇଟରେ ବିରାଟଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ ମିଲିୟନ୍ ଅର୍ଥାତ୍ ୫ କୋଟିରେ ପହଞ୍ଚିସାରିଛି। ଏଥିସହ କୋହଲି ଭାରତର ପ୍ରଥମ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ଏହି ରେକର୍ଡ ସଂଖ୍ୟା ଛୁଇଁଛନ୍ତି।

ଯଦି ଆମେ ଇନଷ୍ଟାଗ୍ରାମ କଥା କହିବା, ତାହେଲେ ଭାରତୀୟ କ୍ୟାପଟେନ୍ କୋହଲି ଫଟୋ-ଶେଆରିଂ ୱେବସାଇଟରେ ଏପର୍ଯ୍ୟନ୍ତ ୯୩୦ ପୋଷ୍ଟ କରିସାରିଛନ୍ତି ଏବଂ ନିଜେ ୪୮୦ ଜଣଙ୍କୁ ଫଲୋ କରୁଛନ୍ତି। କ୍ରିକେଟର ତିନୋଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଥିବା ବିରାଟ୍ କେବଳ ପ୍ରଶଂସକ ଓ ଖେଳ ମାମଲାରେ ଏକ ନମ୍ବର ନୁହନ୍ତି ବରଂ ମାର୍କେଟରେ ମଧ୍ୟ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ଶୀର୍ଷରେ ରହିଛି। ସେ ଭାରତର ସର୍ବଶ୍ରେଷ୍ଠ ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଅଛନ୍ତି।

ଗ୍ଲୋବାଲ୍ ଆଡଭାଇଜରୀ ଫାର୍ମ ଡଫ୍ ଆଣ୍ଡ୍ ଫେଲ୍ପ ରିପୋର୍ଟ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ବ୍ରାଣ୍ଡ ଭାଲ୍ୟୁ ଆଧାରରେ କୋହଲି ଭାରତୀୟ ବଜାରର ସର୍ବାଧିକ ଆୟକାରୀ ସେଲିବ୍ରିଟି ହୋଇପାରିଛନ୍ତି। ୨୦୧୯ରେ ସେ ବ୍ରାଣ୍ଡ ପ୍ରମୋଶନରୁ ୨୩୭.୫ ମିଲିୟନ ଡଲାର୍ (ପ୍ରାୟ ୧୭୦୦ କୋଟି ଟଙ୍କା) ଆୟ କରିଥିଲେ। ଇନଷ୍ଟାଗ୍ରାମରେ କୋହଲିଙ୍କ ପରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ନମ୍ବର ଆସିବ।

ପ୍ରିୟଙ୍କାଙ୍କର ୪୯.୯ ମିଲିୟନ ଫଲୋଅର୍ସ ଅଛନ୍ତି। ସେହିପରି ଦୀପିକା ପାଦୁକୋନ୍ ୪୪.୧ ମିଲିୟନ୍ ଫଲୋଅର୍ସ ସହ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ଦୁନିଆର ସର୍ବାଧିକ ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ କଥା ଯଦି କହିବା, ଏଥିରେ ଫୁଟବଲ୍ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି, ଯାହାଙ୍କର ୨୦୦ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story