ଡିଭିଲିୟର୍ସଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଲେ କୋହଲି: ଟପ୍‌-୩ରେ ବୁମ୍‌ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ଖେଳାଳି ଡିଭିଲିୟର୍ସଙ୍କୁ ପଛରେ ପକାଇ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି  ପୁଣି ଥରେ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। କୋହଲି ୮୮୯ ଅଙ୍କ ସହ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ତଳକୁ ୮୭୨ ଅଙ୍କ ସହ ଡିଭିଲିୟର୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏବେ ସେ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ କୋହଲି ଭଲ ପ୍ରଦର୍ଶନ କରି ଚାଲୁଛନ୍ତି। କେବଳ କୋହଲି ନୁହଁନ୍ତି ବୋଲିଂରେ […]

kohli-bumrah-1477307369-800

kohli-bumrah-1477307369-800

Rakesh Mallick
  • Published: Monday, 30 October 2017
  • Updated: 30 October 2017, 03:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ଖେଳାଳି ଡିଭିଲିୟର୍ସଙ୍କୁ ପଛରେ ପକାଇ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି  ପୁଣି ଥରେ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। କୋହଲି ୮୮୯ ଅଙ୍କ ସହ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ତଳକୁ ୮୭୨ ଅଙ୍କ ସହ ଡିଭିଲିୟର୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏବେ ସେ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ କୋହଲି ଭଲ ପ୍ରଦର୍ଶନ କରି ଚାଲୁଛନ୍ତି। କେବଳ କୋହଲି ନୁହଁନ୍ତି ବୋଲିଂରେ ମଧ୍ୟ ଟପ୍‌ ୩ରେ ପହଞ୍ଚିଛନ୍ତି ବୁମ୍‌ରା।

ନ୍ୟୁଜିଲାଣ୍ଡ ବିପକ୍ଷ ସରିଜରେ କୋହଲି ଆକର୍ଷଣୀୟ ପ୍ରଦର୍ଶନ କରି ୨୬୩ ରନ୍‌ କରିଛନ୍ତି। ଏଥିପାଇଁ କୋହଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ଆୱାର୍ଡ ମଧ୍ୟ ଦିଆଯାଇଛି। ୩ଟିକିଆ ମ୍ୟାଚ୍‌ ବିଶିଷ୍ଠ ସରିଜରେ ସେ ୨ଟି ଶତକୀୟ ପାଳି ଖେଳିଥିଲେ। କୋହଲିଙ୍କ ସହ ରୋହିତ ଶର୍ମା ମଧ୍ୟ ଟପ୍-୧୦ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଅଛନ୍ତି। ରୋହତି ଆଇସିସି ମାନ୍ୟତାରେ ୭ମ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story