ଧୋନିଙ୍କ ଏହି ରେକର୍ଡ ବରାବର କରିବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ଆଉ ଏକ ରେକର୍ଡ କରିବାକୁ ଯାଉଛନ୍ତି। ବିରାଟ୍ ଯଦି ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୁଅନ୍ତି, ତାହେଲେ ସେ କ୍ରିକେଟର ଏହି ଲମ୍ବା ଫର୍ମାଟରେ ଭାରତ ପକ୍ଷରୁ ସର୍ବାଧିକ ବିଜୟ ହାସଲ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସହ ବରାବର କରି ନେବେ। କୋହଲି ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିପାରନ୍ତି। ଭାରତୀୟ […]

virat

virat

Ranjit Kumar Jena
  • Published: Tuesday, 20 August 2019
  • Updated: 20 August 2019, 08:30 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟେଷ୍ଟ କ୍ରିକେଟରେ ଆଉ ଏକ ରେକର୍ଡ କରିବାକୁ ଯାଉଛନ୍ତି। ବିରାଟ୍ ଯଦି ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୁଅନ୍ତି, ତାହେଲେ ସେ କ୍ରିକେଟର ଏହି ଲମ୍ବା ଫର୍ମାଟରେ ଭାରତ ପକ୍ଷରୁ ସର୍ବାଧିକ ବିଜୟ ହାସଲ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସହ ବରାବର କରି ନେବେ। କୋହଲି ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିପାରନ୍ତି।

ଭାରତୀୟ ଟିମର କ୍ୟାପଟେନ୍ ଭାବେ କୋହଲିଙ୍କ ନାଁରେ ୪୬ ଟେଷ୍ଟରେ ୨୬ ବିଜୟ ରହିଛି। ତେବେ ଏହି ମାମଲାରେ ଧୋନିଙ୍କ ନାଁରେ ୬୦ ମ୍ୟାଚରେ ୨୭ ବିଜୟ ରହିଛି। ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତରେ ଧୋନିଙ୍କ ସନ୍ନ୍ୟାସ ନେବା ପରେ କୋହଲିଙ୍କୁ ଟେଷ୍ଟ ଟିମର କ୍ୟାପଟେନ୍ ଭାର ପ୍ରଦାନ କରାଯାଇଥିଲା।

କୋହଲି ନିଜ କ୍ୟାପଟେନ୍ସିରେ ଭାରତ ତା'ର ଘରୋଇ ସିରିଜରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି। କିନ୍ତୁ ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଯଥାକ୍ରମେ ୧-୪ ଏବଂ ୧-୨ରେ ସିରିଜ୍ ପରାଜୟବରଣ କରିଥିଲା। ତେବେ କୋହଲିଙ୍କ ନେତୃତ୍ୱରେ ଭାରତ ଗତବର୍ଷ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜକୁ ୩-୧ରେ ଇତିହାସ ରଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story